Base Word
סַל
Short Definitionproperly, a willow twig (as pendulous), i.e., an osier; but only as woven into a basket
Long Definitionbasket
Derivationfrom H5549
International Phonetic Alphabetsɑl
IPA modsɑl
Syllablesal
Dictionsahl
Diction Modsahl
Usagebasket
Part of speechn-m

ଆଦି ପୁସ୍ତକ 40:16
ପ୍ରଧାନ ରୋଟୀ ବନଇବୋ ବ୍ଯକ୍ତି ଦେଖିଲା ଅନ୍ୟ ଭୃତ୍ଯର ସ୍ବପ୍ନର ଉତ୍ତର ଅର୍ଥ ଥିଲା। ତେଣୁ ସୂପକାର ଯୋଷଫେକୁ କହିଲା, ମୁଁ ମଧ୍ଯ ଏକ ସ୍ବପ୍ନ ଦେଖିଲି। ମାରେ ସ୍ବପ୍ନ ରେ ମାେ ମସ୍ତକ ଉପରେ ତିନୋଟି ଶୀଷା ଡ଼ାଲା ଥିଲା।

ଆଦି ପୁସ୍ତକ 40:17
ସ୍ବର୍ଗ ଉପରେ ଡ଼ାଲା ରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସକୋ ହବୋ ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମାେ ମସ୍ତକର ଡ଼ାଲାରୁ ତାହା ଖାଇଲେ।

ଆଦି ପୁସ୍ତକ 40:17
ସ୍ବର୍ଗ ଉପରେ ଡ଼ାଲା ରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସକୋ ହବୋ ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମାେ ମସ୍ତକର ଡ଼ାଲାରୁ ତାହା ଖାଇଲେ।

ଆଦି ପୁସ୍ତକ 40:18
ଯୋଷଫେ ଉତ୍ତର କଲେ, ଏହି ତିନି ଡ଼ାଲାର ଅର୍ଥ ତିନିଦିନ।

ଯାତ୍ରା ପୁସ୍ତକ 29:3
ଏହି ପିଠା ଓ ରୋଟୀତକ ଡାଲା ରେ ରଖ। ଏହାପରେ ସହେି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମଷେ ସମାଗମ ତମ୍ବୁ ନିକଟକୁ ଆଣ।

ଯାତ୍ରା ପୁସ୍ତକ 29:3
ଏହି ପିଠା ଓ ରୋଟୀତକ ଡାଲା ରେ ରଖ। ଏହାପରେ ସହେି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମଷେ ସମାଗମ ତମ୍ବୁ ନିକଟକୁ ଆଣ।

ଯାତ୍ରା ପୁସ୍ତକ 29:23
ଏହାପରେ ତାଡୀଶୂନ୍ଯ ରୋଟୀ ଡାଲା ନଇେ ସହେି ଡାଲାକୁ ସଦାପ୍ରଭୁଙ୍କୁ ସମ୍ମୁଖ ରେ ଥୋଇବ। ସହେି ଡାଲାରୁ ଏକ ରୋଟୀ, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ହବେ।

ଯାତ୍ରା ପୁସ୍ତକ 29:32
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାଗମ ତମ୍ବୁ ଦ୍ବାର ଦେଶ ରେ ଏହାକୁ ଖାଇବେ। ଡାଲା ରେ ଥିବା ରୋଟୀକୁ ମଧ୍ଯ ସମାନେେ ଖାଇବେ।

ଲେବୀୟ ପୁସ୍ତକ 8:2
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।

ଲେବୀୟ ପୁସ୍ତକ 8:26
ଆଉ ସେ ତାଡିଶୁନ୍ଯ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ବ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡିଶୂନ୍ଯ ରୋଟୀ ଓ ଡାହାଣ ଚଟୁଆ ଓ ମଦେ ଉପରେ ଥୋଇଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்