Base Word
סָכַן
Short Definitionto be familiar with; by implication, to minister to, be serviceable to, to cherish, be customary
Long Definitionto be of use or service or profit or benefit
Derivationa primitive root
International Phonetic Alphabetsɔːˈkɑn̪
IPA modsɑːˈχɑn
Syllablesākan
Dictionsaw-KAHN
Diction Modsa-HAHN
Usageacquaint (self), be advantage, × ever, (be) (un-)profit(-able), treasurer, be wont
Part of speechv

ଗଣନା ପୁସ୍ତକ 22:30
ପୁଣି ଗଧ ବିଲିଯମକୁ କହିଲା, ତୁମ୍ଭେ ଜନ୍ମାବଧି ଆଜି ପର୍ୟ୍ଯନ୍ତ ଯେଉଁ ଗଧ ଉପରେ ଚଢି ଆସିଅଛ, ମୁଁ କ'ଣ ତୁମ୍ଭର ସହେି ଗଧ ନୁହେଁ? ମୁଁ କ'ଣ ଅତୀତ ରେ ତୁମ୍ଭ ପ୍ରତି କବେେ ଏପରି ବ୍ଯବହାର କରିଥିଲି?

ଗଣନା ପୁସ୍ତକ 22:30
ପୁଣି ଗଧ ବିଲିଯମକୁ କହିଲା, ତୁମ୍ଭେ ଜନ୍ମାବଧି ଆଜି ପର୍ୟ୍ଯନ୍ତ ଯେଉଁ ଗଧ ଉପରେ ଚଢି ଆସିଅଛ, ମୁଁ କ'ଣ ତୁମ୍ଭର ସହେି ଗଧ ନୁହେଁ? ମୁଁ କ'ଣ ଅତୀତ ରେ ତୁମ୍ଭ ପ୍ରତି କବେେ ଏପରି ବ୍ଯବହାର କରିଥିଲି?

ପ୍ରଥମ ରାଜାବଳୀ 1:2
ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, ଆମ୍ଭମାନେେ ଆପଣଙ୍କ ସବୋ ନିମନ୍ତେ ଏକ ୟୁବତୀ କନ୍ଯା ଖାଜେି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦବୋକୁ ଆପଣଙ୍କ କୋଳ ରେ ଶଯନ କରିବ।

ପ୍ରଥମ ରାଜାବଳୀ 1:4
ସହେି ୟୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସବୋ ଓ ପରିଚର୍ୟ୍ଯା କଲା।ମାତ୍ର ରାଜା ଦାଉଦ ତା' ସହିତ ୟୌନ ସମ୍ପର୍କ ରଖିଲେ ନାହିଁ।

ଆୟୁବ ପୁସ୍ତକ 15:3
ତୁମ୍ଭେ କ'ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ଯହୀନ କଥାକୁ ନଇେ ୟୁକ୍ତି କରିବ, ଯେଉଁ କଥାଗୁଡ଼ିକର କୌଣସି ମୂଲ୍ଯ ନାହିଁ।

ଆୟୁବ ପୁସ୍ତକ 22:2
ପରମେଶ୍ବର କ'ଣ ଆମ୍ଭର ସାହାୟ୍ଯ ଆବଶ୍ଯକ କରନ୍ତି ? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ଯ ପରମେଶ୍ବରଙ୍କ ପ୍ରତି ଦରକାରୀ ନୁହେଁ।

ଆୟୁବ ପୁସ୍ତକ 22:2
ପରମେଶ୍ବର କ'ଣ ଆମ୍ଭର ସାହାୟ୍ଯ ଆବଶ୍ଯକ କରନ୍ତି ? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ଯ ପରମେଶ୍ବରଙ୍କ ପ୍ରତି ଦରକାରୀ ନୁହେଁ।

ଆୟୁବ ପୁସ୍ତକ 22:21
ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତି ରେ ବାସ କର। ଏହା କଲେ ତୁମ୍ଭେ ଅନକେ ଭଲ ବସ୍ତୁ ପାଇବ।

ଆୟୁବ ପୁସ୍ତକ 34:9
ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, 'ଜଣେ ଯଦି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।'

ଆୟୁବ ପୁସ୍ତକ 35:3
ଏବଂ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ପଚାର, 'ଯଦି ଜଣେ ତାଙ୍କୁ ଖୁସି କରିବାକୁ ଚେଷ୍ଟା କରେ, ସେ କ'ଣ ଲାଭ ପାଇବ। ମୁଁ ଯଦି ପାପ ନ କରେ, ତା' ହେଲେ ମାରେ କି ଉପକାର ସାଧିତ ହବେ।'

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்