Base Word
סוֹף
Short Definitiona termination
Long Definitionend, conclusion
Derivationfrom H5486
International Phonetic Alphabetsop
IPA modso̞wf
Syllablesôp
Dictionsope
Diction Modsofe
Usageconclusion, end, hinder participle
Part of speechn-m

ଦିତୀୟ ବଂଶାବଳୀ 20:16
ଆସନ୍ତାକାଲି, ତୁମ୍ଭମାନେେ ସଠାେକୁ ଓହ୍ଲାଇ ୟାଅ ଓ ସହେି ଲୋକମାନଙ୍କ ସହିତ ୟୁଦ୍ଧ କର। ସମାନେେ ସୀସ୍ ନାମକ ଗିରିପଥ ମଧ୍ଯଦଇେ ଆସିବେ। ତୁମ୍ଭମାନେେ ସମାନଙ୍କେୁ ଯରେୁଯଲେ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶଷେମୁଣ୍ଡ ରେ ପାଇବ।

ଉପଦେଶକ 3:11
ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।

ଉପଦେଶକ 7:2
ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।

ଉପଦେଶକ 12:13
ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।

ଯୋୟେଲ 2:20
ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்