Base Word
סוּג
Short Definitionproperly, to flinch, i.e., (by implication) to go back, literally (to retreat) or figuratively (to apostatize)
Long Definitionto move, go, turn back, move away, backslide
Derivationa primitive root
International Phonetic Alphabetsuːɡ
IPA modsuɡ
Syllablesûg
Dictionsooɡ
Diction Modsooɡ
Usagebackslider, drive, go back, turn (away, back)
Part of speechv

ଗୀତସଂହିତା 35:4
କିଛି ଲୋକ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି। ସମାନଙ୍କେୁ ନିରାଶ କର ଓ ସମାନଙ୍କେୁ ଲଜ୍ଜିତ କର। ସମାନଙ୍କେୁ ଘଉଡ଼ାଇ ଦିଅ। ସହେି ଲୋକମାନେ ମାେତେ ବଧ କରିବାକୁ ଯୋଜନା କରୁଥିଲେ ସମାନଙ୍କେୁ ପରାସ୍ତ କର ଓ ହତୋତ୍ସାହ କର।

ଗୀତସଂହିତା 40:14
ସହେି ଦୁଷ୍ଟ ଲୋକମାନେ ମାେ ପ୍ରାଣ ନାଶ ପାଇଁ ଉଦ୍ଯମ କରୁଛନ୍ତି। ହେ ସଦାପ୍ରଭୁ, ସହେି ଲୋକମାନଙ୍କୁ ଲଜ୍ଜିତ କରି ସମାନଙ୍କେୁ ନିରାଶ କର। ମାେ କ୍ଷତରେ ସନ୍ତୁଷ୍ଟ ଲଜ୍ଜିତ ହୁଅନ୍ତୁ।

ଗୀତସଂହିତା 44:18
ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭ ନିକଟରୁ ଦୂରଇେ ୟାଇ ନାହୁଁ। ଆମ୍ଭମାନେେ ତୁମ୍ଭକୁ ଅନୁସରଣ କରିବାରେ ପଛଇେ ନାହୁଁ।

ଗୀତସଂହିତା 53:3
ସମାନଙ୍କେର ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠାରୁ ବିମୁଖ ହାଇେଛନ୍ତି। ସେ ସମସ୍ତେ ଅଶୁଚି ହାଇେଅଛନ୍ତି। କୌଣସି ଲୋକ ସମାନଙ୍କେ ମଧ୍ଯରୁ ସୁକର୍ମ କରି ନାହାନ୍ତି। ନାଁ, ଜଣେ କହେି ନାହିଁ !

ଗୀତସଂହିତା 70:2
ଲୋକମାନେ ମାେତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସମାନଙ୍କେୁ ନିରାଶ ଓ ଅପମାନିତ କର ! ଲୋକମାନେ ମାରେ କ୍ଷତି କରିବା ପାଇଁ ଚାହୁଁଛନ୍ତି। ମୁଁ ଆଶାକରେ ତାଙ୍କୁ ଲଜ୍ଜା ଦଇେ ବିଦାକର।

ଗୀତସଂହିତା 78:57
ପରମେଶ୍ବରଙ୍କଠାରୁ ବିମୁଖ ହାଇେ ଇଶ୍ରାୟେଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ବାସଘାତକତା କଲେ। ସମାନେେ ଗୋଟିଏ ବୁମରୋଂ ତୁଲ୍ଯ ହେଲେ। ୟାହା ଫରେିଗଲା ଓ ଅନ୍ୟ ଦିଗରେ ଚାଲିଗଲା।

ଗୀତସଂହିତା 80:18
ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।

ଗୀତସଂହିତା 129:5
ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।

ହିତୋପଦେଶ 14:14
ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ। ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ୟ୍ଯ ପାଇଁ ପୁରସ୍କୃତ ହବେେ।

ଯିଶାଇୟ 42:17
କିନ୍ତୁ କେତକେ ଲୋକ ମାରେ ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ। ଯେଉଁମାନେ ଖାଦେିତ ପ୍ରତିମାଗଣଙ୍କୁ କିମ୍ବା ମୃତ୍ତିକା ରେ ନିର୍ମିତ ଦବେତାମାନଙ୍କୁ ବିଶ୍ବାସ କରନ୍ତି, କବେେ ସମାନେେ ହତାଶ ହାଇେ ଲଜ୍ଜିତ ହବେେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்