Base Word
סְבָלָה
Short Definitionporterage
Long Definitionburden, forced labor, compulsory service, burden bearing
Derivationfrom H5447
International Phonetic Alphabetsɛ̆.bɔːˈlɔː
IPA modsɛ̆.vɑːˈlɑː
Syllablesĕbālâ
Dictionseh-baw-LAW
Diction Modseh-va-LA
Usageburden
Part of speechn-f

ଯାତ୍ରା ପୁସ୍ତକ 1:11
ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।

ଯାତ୍ରା ପୁସ୍ତକ 2:11
ମାଶାେ ବଡ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭଟେିଲେ ଏବଂ ଦେଖିଲେ, ଏବ୍ରୀଯ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ଯ କରାଯାଉ ଅଛି। ଦିନେ ମାଶାେ ଦେଖିଲେ ଜଣେ ମିଶରୀଯ ଲୋକ ଜଣେ ଏବ୍ରୀଯ ଲୋକକୁ ପ୍ରହାର କରୁଥିଲା।

ଯାତ୍ରା ପୁସ୍ତକ 5:4
କିନ୍ତୁ ଫାରୋ ସମାନଙ୍କେୁ କହିଲେ, ମାଶାେ ଏବଂ ହାରୋଣ, ତୁମ୍ଭମାନେେ ମାରେ କର୍ମୀମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କରୁଅଛ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯ କରିବାକୁ ଦିଅ!

ଯାତ୍ରା ପୁସ୍ତକ 5:5
ଏଠା ରେ ଅନକେ ଲୋକ ଅଛନ୍ତି। ତୁମ୍ଭମାନେେ ସମାନଙ୍କେୁ ସମାନଙ୍କେର କର୍ମରୁ ନିବୃତ୍ତ କରୁଅଛ।

ଯାତ୍ରା ପୁସ୍ତକ 6:6
ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 6:7
ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்