Base Word
נָתַשׁ
Short Definitionto tear away
Long Definitionto pull up, expel, root out, pluck up
Derivationa primitive root
International Phonetic Alphabetn̪ɔːˈt̪ɑʃ
IPA modnɑːˈtɑʃ
Syllablenātaš
Dictionnaw-TAHSH
Diction Modna-TAHSH
Usagedestroy, forsake, pluck (out, up, by the roots), pull up, root out (up), × utterly
Part of speechv

ଦିତୀୟ ବିବରଣ 29:28
ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'

ପ୍ରଥମ ରାଜାବଳୀ 14:15
ତା'ପରେ ସଦାପ୍ରଭୁ ଇଶ୍ରାୟେଲକୁ ଆଘାତ କରିବେ। ଇଶ୍ରାୟେଲୀୟମାନେ ପାଣିଭିତ ରେ ଥରୁଥିବା ଘାସପରି ଥରିବେ। ପୁଣି ସମାନଙ୍କେ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦଇେଥିଲେ, ତହିଁରୁ ଇଶ୍ରାୟେଲକୁ ଉତ୍ପାଟନ କରି ଇଉଫ୍ ରଟେିସ ନଦୀ ଆରପାରିକୁ ଛିନ୍ନ ଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସମାନେେ ନିଜ ପାଇଁ ଆଶରୋ ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରି ଅଛନ୍ତି।

ଦିତୀୟ ବଂଶାବଳୀ 7:20
ତବେେ ଆମ୍ଭେ ଇଶ୍ରାୟେଲର ଲୋକଙ୍କୁ ଯେଉଁ ଦେଶ ଦଇେଅଛୁ, ଆମ୍ଭର ସହେି ଦେଶରୁ ସମାନଙ୍କେୁ ବାହାର କରିଦବୋ। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ଯାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବି ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ଯ କରିବେ।

ଗୀତସଂହିତା 9:6
ଶତ୍ରୁମାନେ ନିଶ୍ଚିହ୍ନ ହାଇେଛନ୍ତି। ହେ ସଦାପ୍ରଭୁ ତୁମ୍ଭେ ସମାନଙ୍କେର ନଗରକୁ ଧ୍ବଂସ କରିଛ। ବର୍ତ୍ତମାନ କବଳେ ଭଙ୍ଗା ଅଟ୍ଟାଳିକାର ଧ୍ବଂସାବଶଷେ ବିଦ୍ଯମାନ। ଆଜି ସମାନଙ୍କେୁ ମନେ ପକାଇବା ପାଇଁ କିଛି ଅବଶଷେ ବାକିରହି ନାହିଁ।

ଯିରିମିୟ 1:10
ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଯିରିମିୟ 12:14
ସଦାପ୍ରଭୁ ଏହା କହନ୍ତି, ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ର ରେ ଇଶ୍ରାୟେଲୀୟମାନଙ୍କୁ ଦଇେଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସମାନଙ୍କେୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସମାନଙ୍କେ ମଧ୍ଯରୁ ଯିହୁଦାର ଘରକୁ ହଟଇେ ଦବୋ।

ଯିରିମିୟ 12:14
ସଦାପ୍ରଭୁ ଏହା କହନ୍ତି, ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ର ରେ ଇଶ୍ରାୟେଲୀୟମାନଙ୍କୁ ଦଇେଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସମାନଙ୍କେୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସମାନଙ୍କେ ମଧ୍ଯରୁ ଯିହୁଦାର ଘରକୁ ହଟଇେ ଦବୋ।

ଯିରିମିୟ 12:15
ପୁଣି ସମାନଙ୍କେୁ ଉତ୍ପାଟନ କଲାପ ରେ ଆମ୍ଭେ ଫରେି ସମାନଙ୍କେୁ ଦୟା କରିବା। ପୁଣି ପ୍ରେତ୍ୟକକ ଲୋକକୁ ତାହାର ଅଧିକାରକୁ ଓ ପ୍ରେତ୍ୟକକ ଲୋକକୁ ତାହାର ଜମିକୁ ଫରୋଇ ଆଣିବା।

ଯିରିମିୟ 12:17
ମାତ୍ର ଯବେେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତବେେ ଆମ୍ଭେ ସହେି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦବୋ। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 12:17
ମାତ୍ର ଯବେେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତବେେ ଆମ୍ଭେ ସହେି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦବୋ। ଏହା ସଦାପ୍ରଭୁ କହନ୍ତି।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்