Base Word
נָשָׁה
Short Definitionto forget; figuratively, to neglect; causatively, to remit, remove
Long Definitionto forget, deprive
Derivationa primitive root
International Phonetic Alphabetn̪ɔːˈʃɔː
IPA modnɑːˈʃɑː
Syllablenāšâ
Dictionnaw-SHAW
Diction Modna-SHA
Usageforget, deprive, exact
Part of speechv

ଆଦି ପୁସ୍ତକ 41:51
ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷଫେ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷଫେ କହିଲେ, ପରମେଶ୍ବର ମାହେର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।

ଆୟୁବ ପୁସ୍ତକ 11:6
ପରମେଶ୍ବର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ଯ ବିଷଯ ରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ବର ତୁମ୍ଭକୁ ଦଣ୍ଡ ଦେଉ ନାହାଁନ୍ତି ଯେତିକି ସେ ତୁମ୍ଭକୁ ଦବୋ କଥା।

ଆୟୁବ ପୁସ୍ତକ 39:17
କାହିଁକି ? କାରଣ ମୁଁ ସହେି ଓଟପକ୍ଷୀକୁ ଜ୍ଞାନ ଦଇେ ନାହିଁ। ସହେି ଓଟ ପକ୍ଷୀ ନିର୍ବୋଧ। ମୁଁ ମଧ୍ଯ ତାକୁ ସପରେି କରିଛି।

ଯିଶାଇୟ 44:21
ସହ ଯାକୁବ,ସହ ଇଶ୍ରାଲୟଲ, ତୁମ୍ଲଭମାଲନ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଲଭ ସୃଷ୍ଟି କରିଅଛୁ।ସତଣୁ ତୁମ୍ଲଭମାଲନ ଆମ୍ଭର ଦାସ।ସହ ଇଶ୍ରାଲୟଲ, ଆମ୍ଭକୁ ଭୁଲିବ ନାହିଁ।

ଯିରିମିୟ 23:39
ମାତ୍ର ତୁମ୍ଭମାନେେ ଆମ୍ଭର ବାକ୍ଯକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦଇେଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା।

ଯିରିମିୟଙ୍କ ବିଳାପ 3:17
ମୁଁ ଆଉ କବେେ ଶାନ୍ତି ପାଇବି ନାହିଁ। ଉତ୍ତମବସ୍ତୁ ସବୁ ମୁଁ ଭୁଲି ୟାଇଛି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்