Base Word
נָקֹד
Short Definitionspotted
Long Definitionspeckled, marked with points
Derivationfrom an unused root meaning to mark (by puncturing or branding)
International Phonetic Alphabetn̪ɔːˈk’od̪
IPA modnɑːˈko̞wd
Syllablenāqōd
Dictionnaw-KODE
Diction Modna-KODE
Usagespeckled
Part of speecha

ଆଦି ପୁସ୍ତକ 30:32
ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ଯଦଇେ ୟାଇ ମଷଗେଣ ମଧ୍ଯରୁ ଚିତ୍ର ବଚିତ୍ର ଓ ବିନ୍ଦୁ ଚିହ୍ନିତ ଓ କୃଷ୍ଣବର୍ଣ୍ଣ ମଷେମାନଙ୍କୁ ପୁଣି ଛାଗଳଗଣ ମଧ୍ଯରୁ ବିନ୍ଦୁ ଚିହ୍ନିତ ଓ ଚିତ୍ର ବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସହେି ସବୁ ମାରେ ବର୍ତ୍ତନ ସ୍ବରୁପ ହବେ।

ଆଦି ପୁସ୍ତକ 30:33
ଭବିଷ୍ଯତ ରେ ଯେତବେେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣିପାରିବ। ଯଦି ତୁମ୍ଭେ ମାରେ ମଷେପଲ ଦେଖିବାକୁ ଆସିପାରିବ। ତୁମ୍ଭେ ମାରେ ପଲକୁ ଦିଖିପାର। ଅର୍ଥାତ୍ ଛାଗଳମାନଙ୍କ ମଧିଅରେ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ଛାଗଳ ଛଡ଼ା ଓ ମଷଗେଣ ମଧିଅରେ କୃଷ୍ଣବର୍ଣ୍ଣ ମଷେ ବ୍ଯତୀତ ଯେତେ ଥିବେ ତାହା ମାହେର ର୍ଚୌୟ୍ଯରୂପେ ଗଣ୍ଯ ହବେ।

ଆଦି ପୁସ୍ତକ 30:35
ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

ଆଦି ପୁସ୍ତକ 30:39
ପୁଣି ସହେି ଶାଖା ନିକଟରେ ସମାନଙ୍କେର ସଂଗମ ହବୋରୁ ପଶୁମାନେ ରଖାଙ୍କେିତ, ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ମଷେ ଛୁଆମାନ ଜନ୍ମ କଲେ।

ଆଦି ପୁସ୍ତକ 31:8
ଥରେ ଲାବନ କହିଲେ, 'ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହବେ।' ସେ ଏହା କହି ସାରିବାପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମାରେ ହେଲା। କିନ୍ତୁ ଏହାପରେ ଲାବନ କହିଲା, 'ଗାର ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେ ଏହା କହିସାରିବା ପରେ, ସହେିସବୁ ତୁମ୍ଭର ବର୍ତ୍ତନ ହବେ।' ସମସ୍ତ ପଶୁମାନେ ରଖାଙ୍କେିତ ପଶୁମାନଙ୍କୁ ଜନ୍ମ ଦେଲେ।

ଆଦି ପୁସ୍ତକ 31:10
ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।

ଆଦି ପୁସ୍ତକ 31:12
ପରମେଶ୍ବରଙ୍କ ଦୂତ କହିଲେ, 'ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଂଗମ କରୁଥିବା ପ୍ରେତ୍ୟକକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟାକା ଓ ଦାଗ ଦାଗ ହାଇଗେଲେ। ମୁଁ ଏହା ହବୋକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ଯବହାର କଲା ମୁଁ ଦେଖିଲି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்