Base Word
נְקֵבָה
Short Definitionfemale (from the sexual form)
Long Definitionfemale
Derivationfrom H5344
International Phonetic Alphabetn̪ɛ̆.k’eˈbɔː
IPA modnɛ̆.keˈvɑː
Syllablenĕqēbâ
Dictionneh-kay-BAW
Diction Modneh-kay-VA
Usagefemale
Part of speechn-f

ଆଦି ପୁସ୍ତକ 1:27
ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।

ଆଦି ପୁସ୍ତକ 5:2
ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସହେିଦିନ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ ଦେଲେ ଏବଂ ସମାନଙ୍କେର ନାମ ମନୁଷ୍ଯ ଦେଲେ।

ଆଦି ପୁସ୍ତକ 6:19
ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାରର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଂଗ ରେ ଧରି ଜାହାଜ ରେ ପ୍ରବେଶ କରିବ।

ଆଦି ପୁସ୍ତକ 7:3
ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ୟୋଡ଼ି ସଂଗ ରେ ନିଅ, ବଂଶ ରକ୍ଷା କରିବା ପାଇଁ।

ଆଦି ପୁସ୍ତକ 7:9
ସମାନେେ ଯୋଡ଼ି ୟୋଡ଼ି କରି ପୁରୁଷ ଓ ସ୍ତ୍ରୀ ଠିକ୍ ପରମେଶ୍ବରଙ୍କ ଆଜ୍ଞାନୁସା ରେ ନୋହଙ୍କ ନିକଟକୁ ୟାଇ ଜାହାଜ ରେ ପ୍ରବେଶ କଲେ।

ଆଦି ପୁସ୍ତକ 7:16
ପରମେଶ୍ବରଙ୍କର ଆଜ୍ଞାନୁସା ରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରେତ୍ୟକକ ପ୍ରକାରର ଜାହାଜ ମଧ୍ଯକୁ ପ୍ରବେଶ କଲେ, ଏହାପରେ ସଦାପ୍ରଭୁ ଜାହାଜର ଦ୍ବାରା ବନ୍ଦ କରି ଦେଲେ।

ଲେବୀୟ ପୁସ୍ତକ 3:1
ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।

ଲେବୀୟ ପୁସ୍ତକ 3:6
ଯବେେ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ ମଷେ କିମ୍ବା ଛଳେି ମଧ୍ଯରୁ ମଙ୍ଗଳାର୍ଥକ ନବୈେଦ୍ଯ କରେ ତବେେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମଷେ ବା ଛଳେି ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 4:28
ଯଦି ସହେି ଲୋକ ତା'ର ପାପ ବିଷଯ ରେ ଜ୍ଞାତ ହୁଏ, ତବେେ ସେ ତା'ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 4:32
ଯଦି ସେ ପାପାର୍ଥକ ନବୈେଦ୍ଯ ନିମନ୍ତେ ମଷେଶାବକ ଆଣେ ତବେେ ନିଶ୍ଚିତ ଏକ ନିଖୁଣ ମଷେଶାବକ ଆଣିବ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்