Base Word
אַמִּיץ
Short Definitionstrong or (abstractly) strength
Long Definitionstrong, mighty
Derivationor (shortened) אַמִּץ; from H0553
International Phonetic Alphabetʔɑmˈmɪi̯t͡sˤ
IPA modʔɑˈmiːt͡s
Syllableʾammîṣ
Dictionam-MEETS
Diction Modah-MEETS
Usagecourageous, mighty, strong (one)
Part of speecha

ଦିତୀୟ ଶାମୁୟେଲ 15:12
ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।

ଆୟୁବ ପୁସ୍ତକ 9:4
ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।

ଆୟୁବ ପୁସ୍ତକ 9:19
ମୁଁ ପରମେଶ୍ବରଙ୍କୁ ପରାସ୍ତ କରିପାରିବି ନାହିଁ। ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ଯାଯାଳଯକୁ ନଇେ ପାରିବି ନାହିଁ। ଏବଂ ମାେ ପ୍ରତି ସଦଯ ହବୋକୁ ବାଧ୍ଯ କରିପାରିବି ନାହିଁ। କିଏ ତାଙ୍କୁ ନ୍ଯାଯାଳଯକୁ ଆସିବାକୁ ବାଧ୍ଯ କରିପାରିବ।

ଯିଶାଇୟ 28:2
ଦେଖ, ମାରେ ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି। ସେ ଶିଳାୟୁକ୍ତ ଝଡ଼ ଓ ପ୍ରଳଯକାଳର ବର୍ଷା ବତାସ ପରି ଆସିବ, ଦ୍ରୁତ ଧାବିତ ବନ୍ଯାଜଳ ସଦୃଶ ପ୍ରବାହିତ ହାଇେ ଶକ୍ତିଶାଳୀ ହସ୍ତ ରେ ତାକୁ ଭୂମିରେ ନିକ୍ଷପେ କରିବ।

ଯିଶାଇୟ 40:26
ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'

ଆମୋଷ 2:16
ସହେି ସମୟରେ ସାହାସୀ ସୈନ୍ଯମାନେ ଉଲଗ୍ନ ଦୌଡି ପଳାଇବେ। ସଦାପ୍ରଭୁ ଏହି କଥା କୁହନ୍ତି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்