Base Word
אֱמוּנָה
Short Definitionliterally firmness; figuratively security; morally fidelity
Long Definitionfirmness, fidelity, steadfastness, steadiness
Derivationor (shortened) אֱמֻנָה; feminine of H0529
International Phonetic Alphabetʔɛ̆.muːˈn̪ɔː
IPA modʔĕ̞.muˈnɑː
Syllableʾĕmûnâ
Dictioneh-moo-NAW
Diction Moday-moo-NA
Usagefaith(-ful (man), -ly, -ness), set office, stability, steady, truly, truth, verily
Part of speechn-f

ଯାତ୍ରା ପୁସ୍ତକ 17:12
କିଛି ସମୟ ପରେ, ଯେ ହତେୁ ମାଶାଙ୍କେର ହାତ କ୍ଲାନ୍ତ ହାଇଗେଲା ତେଣୁ ସମାନେେ ଏକ ବିରାଟ ପଥର ଖଣ୍ଡ ଆଣି ମାଶାଙ୍କେ ଆଗ ରେ ପକାଇଲେ ସେ ବସିବା ପାଇଁ। ଏହାପରେ ହାରୋଣ ଓ ହୂର ମାଶାଙ୍କେର ହାତକୁ ଉପରକୁ ଟକେି ଧରିଲେ। ହାରୋଣ ଗୋଟିଏ ପାଶର୍‌ବ ରେ ଓ ହୂର ଅନ୍ୟ ଏକ ପାଶର୍‌ବ ରେ ରହିଲା। ସମାନେେ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ।

ଦିତୀୟ ବିବରଣ 32:4
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।

ପ୍ରଥମ ଶାମୁୟେଲ 26:23
ସଦାପ୍ରଭୁ ପ୍ରେତ୍ୟକକ ମନକ୍ସ୍ଟଷ୍ଯକକ୍ସ୍ଟ ତାହାର କର୍ମ ଅନକ୍ସ୍ଟସା ରେ ଫଳ ଦିଅନ୍ତି। ସେ ତାକକ୍ସ୍ଟ ସତ୍ କାର୍ୟ୍ଯ ପାଇଁ ପକ୍ସ୍ଟରସ୍କାର ଦିଅନ୍ତି ଏବଂ ଭୂଲ୍ କାର୍ୟ୍ଯ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ଆଜି ସମର୍ପଣ କଲେ, ପରମେଶ୍ବରଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ମୁ ହତ୍ଯା କରି ନାହିଁ।

ଦିତୀୟ ରାଜାବଳୀ 12:15
ମାତ୍ର ଶ୍ରମିକମାନଙ୍କୁ ଦବୋ ପାଇଁ ଯେଉଁମାନଙ୍କ ହସ୍ତ ରେ ସେ ଟଙ୍କା ଦିଆଗଲା, ସମାନଙ୍କେଠାରୁ କହେି ହିସାବ ନେଲେ ନାହିଁ। କାରଣ ସମାନେେ ଅତି ବିଶ୍ବସ୍ତ ଭାବରେ କାମ କଲେ।

ଦିତୀୟ ରାଜାବଳୀ 22:7
ସହେି କାର୍ୟ୍ଯ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା'ର ହିସାବ ରଖାଗଲା ନାହିଁ, କାରଣ ସମାନେେ ବିଶ୍ବସ୍ତ ରୂପେ କାର୍ୟ୍ଯ କଲେ।

ପ୍ରଥମ ବଂଶାବଳୀ 9:22
ପ୍ରବେଶ ଦ୍ବାରର ଦ୍ବାରପାଳ ନିମନ୍ତେ ସମୁଦାଯ 212 ଜଣ ଲୋକଙ୍କୁ ମନୋନୀତ କରାୟାଇଥିଲା। ସମାନଙ୍କେର ନାମ ସମାନଙ୍କେ ପରିବାର ଇତିହାସ ରେ ଓ ସମାନଙ୍କେ ଗ୍ରାମଗୁଡ଼ିକରେ ଲଖାୟୋଇଅଛି। ଦାଉଦ ଓ ଦର୍ଶକ ଶାମୁଯଲେ ସମାନଙ୍କେୁ ସହେି ଜାଗା ରେ ନିୟୁକ୍ତ କରିଥିଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ।

ପ୍ରଥମ ବଂଶାବଳୀ 9:26
ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।

ପ୍ରଥମ ବଂଶାବଳୀ 9:31
ମତ୍ତଥିଯ ନାମକ ଜଣେ ଲବେୀୟ ଥିଲେ, ୟିଏକି ନବୈେଦ୍ଯ ନିମନ୍ତେ ବ୍ଯବହୃତ ହେଉଥିବା ରୋଟୀ ସକେିବାର କାର୍ୟ୍ଯ କରୁଥିଲେ। ମତ୍ତଥିଯ ଶଲ୍ଲୁମ୍ଙ୍କର ଜେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ।

ଦିତୀୟ ବଂଶାବଳୀ 19:9
ଯିହାଶାଫେଟ୍ ସମାନଙ୍କେୁ କେତକେ ଆଦେଶ ଦେଲେ। ଯିହାଶାଫେଟ୍ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ବସ୍ତ ଭାବରେ ସବୋ କରିବ, ତୁମ୍ଭମାନେେ ସଦାପ୍ରଭୁଙ୍କୁ ଭୟ କରିବ।

ଦିତୀୟ ବଂଶାବଳୀ 31:12
ଏହାପରେ ଯାଜକମାନେ ନବୈେଦ୍ଯ ଦଶମାଂଶ ଓ ଅନ୍ଯାନ୍ଯ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କବଳେ ସଦାପ୍ରଭୁଙ୍କୁ ଦିଆୟିବା ନିମନ୍ତେ ଉଦ୍ଦିଷ୍ଟ ଥିଲା, ସହେି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ଯସ୍ଥ ଭଣ୍ଡାର ଘରମାନଙ୍କ ରେ ରଖାଗଲା। ଲବେୀୟ କନାନିଯ ସହେି ସମସ୍ତ ସଂଗୃହୀତ ବସ୍ତୁର ଦାଯିତ୍ବ ରେ ଥିଲେ, ଶିମିଯି ଦ୍ବିତୀୟ ରେ ଏହି ଦାଯିତ୍ବ ରେ ଥିଲେ। ଶିମିଯି କନାନିଯଙ୍କ ଭ୍ରାତା ଥିଲେ।

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்