Base Word
נַעַל
Short Definitionproperly, a sandal tongue; by extension a sandal or slipper (sometimes as a symbol of occupancy, a refusal to marry, or of something valueless)
Long Definitionsandal, shoe
Derivationor (feminine) נַעֲלָה; from H5274
International Phonetic Alphabetn̪ɑˈʕɑl
IPA modnɑˈʕɑl
Syllablenaʿal
Dictionna-AL
Diction Modna-AL
Usagedryshod, (pair of) shoe(-latchet, -s)
Part of speechn-f

ଆଦି ପୁସ୍ତକ 14:23
ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବୀ ନାହିଁ। ଏପରିକି ତୁମ୍ଭ ପାଖ ରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ଯ ନବେି ନାହିଁ। ମୁଁ ତୁମ୍ଭକୁ କହିବାକୁ ଚା ହେଁ ନାହିଁ, 'ମୁଁ ଅବ୍ରାମଙ୍କୁ ଧନି କରିଛି।'

ଯାତ୍ରା ପୁସ୍ତକ 3:5
ଏହାପରେ ସଦାପ୍ରଭୁ କହିଲେ, ଆମ୍ଭର ଅଧିକ ନିକଟବର୍ତ୍ତୀ ହାଇେ ନାହୁଁ। ତୁମ୍ଭ ପାଦରୁ ପାଦୁକା କାଢି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡା ହାଇେଛ ତାହା ପବିତ୍ର ଭୂମି ଅଟେ।

ଯାତ୍ରା ପୁସ୍ତକ 12:11
ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

ଦିତୀୟ ବିବରଣ 25:9
ତବେେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତ ରେ ତାହାର ନିକଟକକ୍ସ୍ଟ ଆସି ତାହାର ପାଦରକ୍ସ୍ଟ ପାଦକ୍ସ୍ଟକା କାଢି ତାହା ମକ୍ସ୍ଟହଁ ରେ ଛପେ ପକାଇବ। ପକ୍ସ୍ଟଣି ପ୍ରତକ୍ସ୍ଟ୍ଯତ୍ତର କରି କହିବ, ' ଯେ କୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହି ରୂପେ କରାୟିବ।'

ଦିତୀୟ ବିବରଣ 25:10
ଇଶ୍ରାୟେଲ ମଧିଅରେ 'ଚକ୍ସ୍ଟ୍ଯତ ପାଦକ୍ସ୍ଟକ ବଂଶ' ବୋଲି କକ୍ସ୍ଟହାୟିବ।

ଦିତୀୟ ବିବରଣ 29:5
ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ ବର୍ଷ ମରକ୍ସ୍ଟ ଅଞ୍ଚଳ ରେ ଆଗଇେ ଆଣିଲେ ତୁମ୍ଭମାନେେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରିନଥିଲା। ତୁମ୍ଭର ୟୋତା ମଧ୍ଯ ନଷ୍ଟ ହାଇେ ନଥିଲା।

ଯିହୋଶୂୟ 5:15
ସଦାପ୍ରଭୁଙ୍କର ସୈନ୍ଯ ଦଳର ସନୋପତି ଉତ୍ତର ଦେଲେ, ତକ୍ସ୍ଟମ୍ଭ ପାଦରକ୍ସ୍ଟ ପାଦୂକା କାଢ, କାରଣ ଯେଉଁ ସ୍ଥାନ ରେ ତୁମ୍ଭେ ଛିଡା ହାଇେଅଛ, ସେ ସ୍ଥାନ ପବିତ୍ର। ତେଣୁ ୟିହୋଶୂଯ ସହେିପରି କଲେ।

ଯିହୋଶୂୟ 9:5
ସମାନେେ ମଧ୍ଯ ପାଦ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଜୋତା ଓ ଦହେ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଲକ୍ସ୍ଟଗା ପିନ୍ଧିଲେ। ସମାନେେ ଶକ୍ସ୍ଟଖିଲା ଓ ଫିଐା ରୋଟୀ ଗଧ ଉପରେ ନଦିଲେ।

ଯିହୋଶୂୟ 9:13
ପକ୍ସ୍ଟଣି ଦେଖ, ଏହିସବୁ ଦ୍ରାକ୍ଷାରସର କକ୍ସ୍ଟଐା, ନୂତନ ଦ୍ରାକ୍ଷା ରସ ରେ ଭର୍ତ୍ତି କରିଥିଲକ୍ସ୍ଟ ତାହା ଫାଟି ୟାଇଛି। ଏବଂ ଆମ୍ଭକକ୍ସ୍ଟ ଲକ୍ଷ୍ଯକର, ବହକ୍ସ୍ଟତ ଦୂର ୟାତ୍ରା କରିଥିବାରକ୍ସ୍ଟ ଆମ୍ଭମାନଙ୍କର ଲକ୍ସ୍ଟଗା ଓ ଜୋତା କିପରି ପକ୍ସ୍ଟରକ୍ସ୍ଟଣା ହାଇଗେଲାଣି।

ରୂତର ବିବରଣ 4:7
ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ଯେତବେେଳେ ଲୋକମାନେ ସମାନଙ୍କେର କଠଉ ଅନ୍ୟକକ୍ସ୍ଟ ଦିଅନ୍ତି, ଏହା ଇଶ୍ରାୟେଲ ରେ ବନ୍ଧକ ସଐତ୍ତି ମକ୍ସ୍ଟକକ୍ସ୍ଟଳାଇବାର ସାକ୍ଷୀ ଅଟେ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்