Base Word
נַחְשׁוֹן
Short DefinitionNachshon, an Israelite
Long Definitionson of Amminadab and prince of the Judah at the first numbering in the wilderness; 5th in descent from Judah in the genealogy of Christ
Derivationfrom H5172; enchanter
International Phonetic Alphabetn̪ɑħˈʃon̪
IPA modnɑχˈʃo̞wn
Syllablenaḥšôn
Dictionna-SHONE
Diction Modnahk-SHONE
UsageNaashon, Nahshon
Part of speechn-pr-m

ଯାତ୍ରା ପୁସ୍ତକ 6:23
ହାରୋଣ ଇଲିଶେବ୍କୁ ବିବାହ କଲେ। ଇଲୀଶବୋ ଥିଲେ ଅମ୍ମୀନାଦବର କନ୍ଯା ନ ହଶାେନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିଯାସର ଓ ଈଥାମରକୁ ପ୍ରସବ କଲା।

ଗଣନା ପୁସ୍ତକ 1:7
ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ।

ଗଣନା ପୁସ୍ତକ 2:3
ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।

ଗଣନା ପୁସ୍ତକ 7:12
ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।

ଗଣନା ପୁସ୍ତକ 7:17
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 10:14
ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

ରୂତର ବିବରଣ 4:20
ଅମ୍ମୀନାଦବର ପକ୍ସ୍ଟତ୍ର ନ ହଶାେନ୍ ଓ ନ ହଶାେନର ପକ୍ସ୍ଟତ୍ର ସଲ୍ମୋନ,

ରୂତର ବିବରଣ 4:20
ଅମ୍ମୀନାଦବର ପକ୍ସ୍ଟତ୍ର ନ ହଶାେନ୍ ଓ ନ ହଶାେନର ପକ୍ସ୍ଟତ୍ର ସଲ୍ମୋନ,

ପ୍ରଥମ ବଂଶାବଳୀ 2:10
ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ।

ପ୍ରଥମ ବଂଶାବଳୀ 2:11
ନ ହଶାେନ ସଲମାଙ୍କର ପିତା ଥିଲେ। ସଲମା ବୋଯାଜଙ୍କ ପିତା ଥିଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்