Base Word
נָחַשׁ
Short Definitionproperly, to hiss, i.e., whisper a (magic) spell; generally, to prognosticate
Long Definitionto practice divination, divine, observe signs, learn by experience, diligently observe, practice fortunetelling, take as an omen
Derivationa primitive root
International Phonetic Alphabetn̪ɔːˈħɑʃ
IPA modnɑːˈχɑʃ
Syllablenāḥaš
Dictionnaw-HAHSH
Diction Modna-HAHSH
Usage× certainly, divine, enchanter, (use) × enchantment, learn by experience, × indeed, diligently observe
Part of speechv

ଆଦି ପୁସ୍ତକ 30:27
ଲାବନ ତାଙ୍କୁ କହିଲା, ମାେତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ଯା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ମାେତେ ଆଶୀର୍ବାଦ କରିଛନ୍ତି।

ଆଦି ପୁସ୍ତକ 44:5
ମାରେ ମହାଶୟ ସହେି କପ୍ରୁ ପାନକରିସାରିବା ପରେ ଗୁପ୍ତକଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆ ରେ ଜାଣିବାକୁ ଏହା ବ୍ଯବହାର କରନ୍ତି। କାହିଁକି ତୁମ୍ଭମାନେେ ଏହି ମନ୍ଦ କାର୍ୟ୍ଯ କଲ?

ଆଦି ପୁସ୍ତକ 44:5
ମାରେ ମହାଶୟ ସହେି କପ୍ରୁ ପାନକରିସାରିବା ପରେ ଗୁପ୍ତକଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆ ରେ ଜାଣିବାକୁ ଏହା ବ୍ଯବହାର କରନ୍ତି। କାହିଁକି ତୁମ୍ଭମାନେେ ଏହି ମନ୍ଦ କାର୍ୟ୍ଯ କଲ?

ଆଦି ପୁସ୍ତକ 44:15
ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।

ଆଦି ପୁସ୍ତକ 44:15
ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।

ଲେବୀୟ ପୁସ୍ତକ 19:26
ତୁମ୍ଭମାନେେ ରକ୍ତ ସହିତ କୌଣସି ଦ୍ରବ୍ଯ ଭୋଜନ କରିବ ନାହିଁ।

ଦିତୀୟ ବିବରଣ 18:10
ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।

ପ୍ରଥମ ରାଜାବଳୀ 20:33
ବିନ୍ହଦଦ୍ର ଲୋକମାନେ ଜାଣିବାକୁ ଚାହିଁଲେ, ରାଜା ଆହାବ୍ ବିନ୍ହଦଦ୍ଙ୍କୁ ଦୟା ଦଖାଇବେେ କି ନା, ସମାନେେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ଯକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ଯତା ଜାଣିବା ପାଇଁ ଆହାବ୍ ଯେତବେେଳେ ବିନ୍ହଦଦ୍ଙ୍କୁ ଭାଇ ବୋଲି ଡାକିଲା, ସମାନେେ ସଙ୍ଗେ ସଙ୍ଗେ କହିଲେ, ହିଁ! ବିନ୍ହଦଦ୍ ତୁମ୍ଭର ଭାଇ।

ଦିତୀୟ ରାଜାବଳୀ 17:17
ଆଉ ସମାନେେ ନିଜର ପୁତ୍ର କନ୍ଯାମାନଙ୍କୁ ଅଗ୍ନି ରେ ବଳିଦାନ କଲେ। ସମାନେେ ଭବିଷ୍ଯତବାଣୀ କରିବା ପାଇଁ ୟାଦୁବିଦ୍ଯା, ଡାହାଣି ବିନ୍ଯା ଓ ଜ୍ଯୋତିଷବିଦ୍ଯାଗୁଡିକ ବ୍ଯବହାର କଲେ। ସଦାପ୍ରଭୁଙ୍କୁ କୋରଧାନିତ୍ବ କରିବା ପାଇଁ ତାଙ୍କ ଦୃଷ୍ଟି ରେ କୁକର୍ମ କରିବାକୁ ସମାନେେ ନିଜକୁ ବିକ୍ରଯ କଲେ।

ଦିତୀୟ ରାଜାବଳୀ 21:6
ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்