Base Word
נָזַר
Short Definitionto hold aloof, i.e., (intransitivey) abstain (from food and drink, from impurity, and even from divine worship (i.e., apostatize)); specifically, to set apart (to sacred purposes), i.e., devote
Long Definitionto dedicate, consecrate, separate
Derivationa primitive root
International Phonetic Alphabetn̪ɔːˈd͡zɑr
IPA modnɑːˈzɑʁ
Syllablenāzar
Dictionnaw-DZAHR
Diction Modna-ZAHR
Usageconsecrate, separate(-ing) (self)
Part of speechv
Base Word
נָזַר
Short Definitionto hold aloof, i.e., (intransitivey) abstain (from food and drink, from impurity, and even from divine worship (i.e., apostatize)); specifically, to set apart (to sacred purposes), i.e., devote
Long Definitionto dedicate, consecrate, separate
Derivationa primitive root
International Phonetic Alphabetn̪ɔːˈd͡zɑr
IPA modnɑːˈzɑʁ
Syllablenāzar
Dictionnaw-DZAHR
Diction Modna-ZAHR
Usageconsecrate, separate(-ing) (self)
Part of speechv

ଲେବୀୟ ପୁସ୍ତକ 15:31
ଏଣୁ ତୁମ୍ଭେ ଇଶ୍ରାୟେଲ ସନ୍ତନଗଣଙ୍କୁ ଅଶୁଚି ବିଷଯ ରେ ସତର୍କ କରିଦବେ। ଯଦି ତୁମ୍ଭେ ସମାନଙ୍କେୁ ବିଧି ବିଷଯ ରେ ନଜଣାଇବ, ତବେେ ସମାନେେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦବେେ। ଏଥିପାଇଁ ସମାନେେ ମୃତ୍ଯୁବରଣ କରିବେ।

ଲେବୀୟ ପୁସ୍ତକ 22:2
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ଯ ବିଷଯ ରେ ସାବଧାନ ହୁଅ, ସହେି ପବିତ୍ର ଦ୍ରବ୍ଯ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭମାନେେ ସେସବୁ ବ୍ଯବହାର କରି ଆମ୍ଭ ନାମ ରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

ଗଣନା ପୁସ୍ତକ 6:2
ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।

ଗଣନା ପୁସ୍ତକ 6:3
ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।

ଗଣନା ପୁସ୍ତକ 6:5
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।

ଗଣନା ପୁସ୍ତକ 6:6
ନାସରୀଯ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ୟିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।

ଗଣନା ପୁସ୍ତକ 6:12
ତହୁଁ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପୃଥକ ହାଇେ ରହିବା ଦିନମାନ ପୃଥକ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀଯ ଗୋଟିଏ ମଷେବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହବେ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।

ଯିହିଜିକଲ 14:7
ଯଦି କୌଣସି ଇଶ୍ରାୟେଲୀୟ କିମ୍ବା ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ଯକ୍ତି ମାେତେ ପରିତ୍ଯାଗ କରେ ଏବଂ ତା'ର ହୃଦଯକୁ ମୂର୍ତ୍ତିମାନଙ୍କଠା ରେ ଲଗାଏ, ତା' ପାଇଁ ତା'ର ପାପ ଏକ ବାଧା ହୁଏ ଏବଂ ତା'ପ ରେ ସେ ଭବିଷ୍ଯତବକ୍ତାମାନଙ୍କୁ ପଚାରିବା ପାଇଁ ୟାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦବେି।

ହୋଶେୟ 9:10
ସହେି ସମୟରେ ଆମ୍ଭେ ଇଶ୍ରାୟେଲକୁ ପାଇଲୁ, ସମାନେେ ମରୁଭୂମିରେ ସତଜେ ଦ୍ରାକ୍ଷାଲତା ସଦୃଶ ଥିଲେ। ସମାନେେ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସମାନେେ ଯେତବେେଳେ ବାଲ-ପିୟୋର ନିକଟକୁ ଆସିଲେ ସମାନେେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କଲେ। ତା'ପ ରେ ସମାନେେ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ ହେଲା।

ଯିଖରିୟ 7:3
ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ଯଦ୍ବକ୍ତାମାନଙ୍କୁ ପଗ୍ଭରିବାକୁ ସମାନେେ ପଠାଇଲେ, ଆମ୍ଭେ କ'ଣ ପଞ୍ଚମ ମାସ ରେ ବିଳାପ ଓ ଉପବାସ ଗ୍ଭଲୁ ରଖିବା, ଯେପରିକି ଅନକେ ବର୍ଷ ଧରି କରିଆସିଅଛ? ପଞ୍ଚମ ମାସ ରେ ଆମ୍ଭମାନେେ ବିଶଷେ ବିଳାପ ଓ ଉପବାସ ପାଳନ କରୁ। ଆମ୍ଭେ ଏହି ପାଳନ କରିବା କାର୍ୟ୍ଯ ଗ୍ଭଲୁ ରଖିବା ଉଚିତ୍ କି?

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்