Base Word
נֶדֶר
Short Definitiona promise (to God); also (concretely) a thing promised
Long Definitionvow, votive offering
Derivationor נֵדֶר; from H5087
International Phonetic Alphabetn̪ɛˈd̪ɛr
IPA modnɛˈdɛʁ
Syllableneder
Dictionneh-DER
Diction Modneh-DER
Usagevow(-ed)
Part of speechn-m

ଆଦି ପୁସ୍ତକ 28:20
ଏହାପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, ଯଦି ପରମେଶ୍ବର ମାେ ସହିତ ରହିବେ, ଯଦି ଏହି ୟାତ୍ରା ରେ ପରମେଶ୍ବର ମାରେ ସହାୟ ହବେେ, ଯଦି ପରମେଶ୍ବର ମାେତେ ଖାଦ୍ୟ ବସ୍ତ୍ର ଯୋଗଇବେ।

ଆଦି ପୁସ୍ତକ 31:13
ମୁଁ ବେଥଲରେ ସହେି ପରମେଶ୍ବର। ଯେଉଁଠା ରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମାେ ପାଖ ରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏବଂ ଏହି ଭୂମି ପରିତ୍ଯାଗ କର ଏବଂ ତୁମ୍ଭର ଗୃହକୁ ୟାଅ।'

ଲେବୀୟ ପୁସ୍ତକ 7:16
ମାତ୍ର ଯଦି ସହେି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ବେଚ୍ଛାଦତ୍ତ ଉପହାର ହୁଏ। ତବେେ ସେ ତାହାର ସହେି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳ ରେ ଭୋଜନ କରିବ।

ଲେବୀୟ ପୁସ୍ତକ 22:18
ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇଶ୍ରାୟେଲ ବଂଶର ହୁଅନ୍ତୁ କିମ୍ବା ସମାନଙ୍କେ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ମାନତପୂର୍ବକ ବା ସ୍ବେଚ୍ଛାପୂର୍ବକ କୌଣସି ନବୈେଦ୍ଯ ଆଣନ୍ତି।

ଲେବୀୟ ପୁସ୍ତକ 22:21
ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ବେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତବେେ ତାହା ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ପଶୁ ହବେ ଓ ତାହାଠା ରେ କୌଣସି ଖୁଣ ନଥିବ।

ଲେବୀୟ ପୁସ୍ତକ 22:23
ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସପରେି ଗାଈ କିମ୍ବା ମେଣ୍ଢା ଗ୍ରାହ୍ଯ ହବେନାହିଁ।

ଲେବୀୟ ପୁସ୍ତକ 23:38
ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।

ଲେବୀୟ ପୁସ୍ତକ 27:2
ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ଯକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ଯ ରେ ମାନସିକ କରେ, ତବେେ ତା'ର ମୂଲ୍ଯ ଯାଜକ ଦ୍ବାରା ନିରୂପିତ ହବେ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ବରଙ୍କର ହବେ। ଯଦି ଲୋକମାନେ ସହେି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାଁନ୍ତି ତବେେ ସମାନେେ ନିରୂପିତ ମୂଲ୍ଯ ଦଇେ ଫରୋଇ ଆଣିବେ।

ଗଣନା ପୁସ୍ତକ 6:2
ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।

ଗଣନା ପୁସ୍ତକ 6:5
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।

Occurences : 60

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்