Base Word
נָדַף
Short Definitionto shove asunder, i.e., disperse
Long Definitionto drive, drive away, drive asunder
Derivationa primitive root
International Phonetic Alphabetn̪ɔːˈd̪ɑp
IPA modnɑːˈdɑf
Syllablenādap
Dictionnaw-DAHP
Diction Modna-DAHF
Usagedrive (away, to and fro), thrust down, shaken, tossed to and fro
Part of speechv

ଲେବୀୟ ପୁସ୍ତକ 26:36
ତୁମ୍ଭମାନଙ୍କ ମଧିଅରେ ଯେଉଁମାନେ ଅବଶିଷ୍ଟ ରହିବେ ସମାନେେ ଶତୃମାନଙ୍କ ଦେଶ ରେ ସାହସିକତା ହରାଇବେ। ସମାନେେ ପତ୍ରଝଡାର ଶଦ୍ଦ ଶୁଣିଲେ ମଧ୍ଯ ଦୌଡି ପଳାଇବେ। ପୁଣି ଖଡ୍ଗଧାରରୁ ପକାଇଲା ଲୋକପରି ସମାନେେ ଦୌଡିବେ ଓ କହେି ସମାନଙ୍କେୁ ନ ଗୋଡ଼ାଇଲେ ହେଁ ସମାନେେ ପତିତ ହବେେ।

ଆୟୁବ ପୁସ୍ତକ 13:25
ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?

ଆୟୁବ ପୁସ୍ତକ 32:13
ଆପଣ ତିନିଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରି ଅଛନ୍ତି। ଆୟୁବର ୟୁକ୍ତିର ଉତ୍ତର ପରମେଶ୍ବର ନିଶ୍ଚଯ ଦବୋ ଉଚିତ୍, ଲୋକମାନେ ନୁହଁନ୍ତି।

ଗୀତସଂହିତା 1:4
ଦୁଷ୍ଟ ଲୋକମାନେ ସପରେି ନୁହଁନ୍ତି। ଦୁଷ୍ଟ ଲୋକମାନେ କବଳେ ଚୋପା' ବା ତୁଷ' ଭଳି ୟାହାକୁ କି ସହଜରେ ପବନ ଉଡ଼ାଇ ନଇେପାରେ।

ଗୀତସଂହିତା 68:2
ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।

ଗୀତସଂହିତା 68:2
ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।

ହିତୋପଦେଶ 21:6
ଯଦି ତୁମ୍ଭେ ଠକିକରି ଧନ ଅର୍ଜନ କରିଥାଅ, ସହେି ଧନ ଶୀଘ୍ର ଚାଲିୟିବ, ଠିକ୍ ବାଷ୍ଫପରି। ସହେି ଧନ ମୃତ୍ଯୁ ଆଡ଼କୁ ପରିଚାଳିତ ହବେ।

ଯିଶାଇୟ 19:7
ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନ ରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳ ରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।

ଯିଶାଇୟ 41:2
ସେ ଧର୍ମ ରେ ଯାହାକୁ ନିଜ ଚରଣ ନିକଟକୁ ଡ଼ାକନ୍ତି ଏପରି ଏକ ବ୍ଯକ୍ତି ଯକେି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖ ରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପ ରେ ତାହାକୁ କତ୍ତୃର୍ତ୍ବ କରାନ୍ତି। ସେ ଖଡ୍ଗଦ୍ବାରା ସହେି ଦେଶ ସମୂହକୁ ଧୂଳି ତୁଲ୍ଯ କରନ୍ତି ଓ ଧନୁ ସାହାୟ୍ଯ ରେ କୁଟାପରି ଉଡ଼ାଇ ଦିଅନ୍ତି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்