Base Word
נֶגֶף
Short Definitiona trip (of the foot); figuratively, an infliction (of disease)
Long Definitionblow, striking, plague
Derivationfrom H5062
International Phonetic Alphabetn̪ɛˈɡɛp
IPA modnɛˈɡɛf
Syllablenegep
Dictionneh-ɡEP
Diction Modneh-ɡEF
Usageplague, stumbling
Part of speechn-m

ଯାତ୍ରା ପୁସ୍ତକ 12:13
ମନରେଖ ସହେି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ବରୂପ ହବେ। ମୁଁ ଯେତବେେଳେ ସହେି ରକ୍ତ ଦେଖିବି ସହେି ଘରକୁ ଛାଡି ଆଗୁ ଆଗଇବେି। ସଂହାର କାର୍ୟ୍ଯ କବଳେ ମିଶର ଉପରେ ହବେତୁମ୍ଭମାନଙ୍କର କିଛି ହବେ ନାହିଁ।

ଯାତ୍ରା ପୁସ୍ତକ 30:12
ତୁମ୍ଭେ ଗଣିତ ହାଇେଥିବା ଲୋକମାନଙ୍କର ସଂଖ୍ଯା ଅନୁସାରେ ଇଶ୍ରାୟେଲ ସନ୍ତାନମାନଙ୍କୁ ଗଣନା କରିବ। ସେତବେେଳେ ସମାନଙ୍କେର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାଯଶ୍ଚିତ କରିବେ। ତହିଁରେ ସମାନଙ୍କେ ମଧିଅରେ ଗଣନା ସମୟରେ ଆଘାତ ହବେ ନାହିଁ।

ଗଣନା ପୁସ୍ତକ 8:19
ମୁଁ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଲବେୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦଲେି। ସମାନେେ ସମାଗମ ତମ୍ବୁ ନିକଟରେ ଇଶ୍ରାୟେଲୀୟ ଲୋକ ବଦଳ ରେ ସବୋ ଓ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କିରିବେ। ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ପବିତ୍ରସ୍ଥାନ ନିକଟକୁ ଆସିଲା ବେଳେ କୌଣସି ମହାମାରୀ ଆସିବ ନାହିଁ।

ଗଣନା ପୁସ୍ତକ 16:46
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।

ଗଣନା ପୁସ୍ତକ 16:47
ତେଣୁ ହାରୋଣ ମାଶାଙ୍କେ କହିବା ଅନୁସାରେ ତାହା ନଇେ ସମାଜ ମଧ୍ଯକୁ ଦୌଡିଗଲେ। ସେତବେେଳକେୁ ଲୋକମାନଙ୍କ ମଧିଅରେ ମହାମାରୀ ଆରମ୍ଭ ହାଇେଥିଲା। ତହିଁରେ ସେ ଧୂପ ଦଇେ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କଲେ।

ଯିହୋଶୂୟ 22:17
ପିୟୋର କ'ଣ ଘଟିଲା ତାହାକକ୍ସ୍ଟ ତାହା ମନେଅଛି? ଆମ୍ଭମାନେେ ସହେି ମହାପାପପାଇଁ ଏପର୍ୟ୍ଯନ୍ତ କଷ୍ଟ ଭୋଗକ୍ସ୍ଟଅଛକ୍ସ୍ଟ। ସଦାପ୍ରଭୁ ଇଶ୍ରାୟେଲର ବହକ୍ସ୍ଟ ବାସିନ୍ଦାକକ୍ସ୍ଟ ମହାମାରୀ ରକ୍ସ୍ଟଗ୍ଣ କଲେ। ଆମ୍ଭମାନେେ ମଧ୍ଯ ସହେି ମହାମାରୀ ଏପର୍ୟ୍ଯନ୍ତ ଭୋଗକ୍ସ୍ଟଅଛକ୍ସ୍ଟ।

ଯିଶାଇୟ 8:14
ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ର ରେ ତାଙ୍କୁ ଗ୍ରହଣ କର, ତବେେ ସେ ତୁମ୍ଭର ଏକମାତ୍ର ଆଶ୍ରଯ ସ୍ଥାନ ହବେେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ୟିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ୟନ୍ତା ଓ ଫାଶ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்