Base Word
נָגִיד
Short Definitiona commander (as occupying the front), civil, military or religious; generally (abstractly, plural), honorable themes
Long Definitionleader, ruler, captain, prince
Derivationor נָגִד; from H5046
International Phonetic Alphabetn̪ɔːˈɡɪi̯d̪
IPA modnɑːˈɡiːd
Syllablenāgîd
Dictionnaw-ɡEED
Diction Modna-ɡEED
Usagecaptain, chief, excellent thing, (chief) governor, leader, noble, prince, (chief) ruler
Part of speechn-m

ପ୍ରଥମ ଶାମୁୟେଲ 9:16
ଆସନ୍ତା କାଲି ଠିକ୍ ଏହି ସମୟରେ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଜଣେ ଲୋକ ପଠାଇବି। ସେ ବିନ୍ଯାମୀନୀଯ ବଂଶଧର। ତୁମ୍ଭେ ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନେତା ରୂପେ ଅଭିଶିକ୍ତ କରିବ। ଏହି ଲୋକ ଇଶ୍ରାୟେଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରକ୍ସ୍ଟ ରକ୍ଷା କରିବ। କାରଣ ମୁ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖିଛି। ମୁ ସମାନଙ୍କେର କ୍ରନ୍ଦନ ଶକ୍ସ୍ଟଣିଅଛି।

ପ୍ରଥମ ଶାମୁୟେଲ 10:1
ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।

ପ୍ରଥମ ଶାମୁୟେଲ 13:14
ମାତ୍ର ଏବେ ତକ୍ସ୍ଟମ୍ଭ ରାଜ୍ଯ ଆଗକକ୍ସ୍ଟ ୟିବ ନାହିଁ, ପରମେଶ୍ବର ଏଭଳି ଲୋକ ଗ୍ଭହାଁନ୍ତି ୟିଏ ତାଙ୍କ ଆଜ୍ଞା ପାଳନ କରୁଥିବା। ପରମେଶ୍ବର ସହେି ବ୍ଯକ୍ତିକକ୍ସ୍ଟ ବାଛିଛନ୍ତି ୟିଏକି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହବେେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରକ୍ସ୍ଟ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।

ପ୍ରଥମ ଶାମୁୟେଲ 25:30
ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତୀଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତୀଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇଶ୍ରାୟେଲର ଶାସକ ରୂପେ ନିୟକ୍ସ୍ଟକ୍ତ କରିବେ। ତାହା ଯେତବେେଳେ ସେ ମାରେ ପ୍ରଭକ୍ସ୍ଟ ପ୍ରତି ସଫଳ କରି ଆପଣଙ୍କକ୍ସ୍ଟ ଇଶ୍ରାୟେଲର ଅଗ୍ରଣୀ ରୂପେ ନିୟକ୍ସ୍ଟକ୍ତ କରିବ।

ଦିତୀୟ ଶାମୁୟେଲ 5:2
ଏପରିକି ଯେତବେେଳେ ଶାଉଲ ରାଜା ଥିଲେ ସେତବେେଳେ ଆପଣ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧ ରେ ଆଗଇେ ନଇେଥିଲେ। ଆଉ ଆପଣ ହେଉଛନ୍ତି ସହେି ଲୋକ ଯେ କି ଯୁଦ୍ଧରୁ ଇଶ୍ରାୟେଲକକ୍ସ୍ଟ ନିରାପଦ ରେ ଫରୋଇ ଆଣିଥିଲେ ଏବଂ ସଦାପ୍ରଭୁ ତୁମ୍ଭକୁ କହିଛନ୍ତି, 'ତୁମ୍ଭେ ମାରେ ଲୋକମାନଙ୍କର ମଷେପାଳକ ହବେ। ଇଶ୍ରାୟେଲ ଓ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କ ଉପରେ ଶାସନ କରିବ।'

ଦିତୀୟ ଶାମୁୟେଲ 6:21
ତା'ପରେ ଦାଉଦ ମୀଖଲକକ୍ସ୍ଟ କହିଲେ, ତାହାତ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହେଲା। ସତେ ତକ୍ସ୍ଟମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇଶ୍ରାୟେଲ ଉପରେ ଅଗ୍ରଣୀ ରୂପେ ନିୟକ୍ସ୍ଟକ୍ତି କରିବାକୁ ମାେତେ ମନୋନୀତ କରିଛନ୍ତି। ଏହି ହତେକ୍ସ୍ଟ ମୁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବି।

ଦିତୀୟ ଶାମୁୟେଲ 7:8
ତେଣୁ ଏବେ ତୁମ୍ଭେ ମାେ ଦାସ ଦାଉଦକକ୍ସ୍ଟ ଏପରି କକ୍ସ୍ଟହ, 'ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମିଁ ତୁମ୍ଭମାନଙ୍କୁ ଆଣିଲି। ଯେତବେେଳେ ତୁମ୍ଭମାନେେ ଗ୍ଭରଣ ଭୂମିରେ ମଷେପଲଗକ୍ସ୍ଟଡିକ ପଛ ରେ ଅନକ୍ସ୍ଟସରଣ କରୁଥିଲ। ମୁ ତୁମ୍ଭମାନଙ୍କୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନଇେ ଆସିଲି।

ପ୍ରଥମ ରାଜାବଳୀ 1:35
ତହିଁ ଉତ୍ତା ରେ ତୁମ୍ଭମାନେେ ତା' ସହିତ ଫରେିଆସ। ଶଲୋମନ ମାରେ ସିଂହାସନ ରେ ବସୁ ଓ ମାେ ସ୍ଥାନ ରେ ସେ ନୂଆ ରାଜା ହେଉ। ମୁଁ ଇଶ୍ରାୟେଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।

ପ୍ରଥମ ରାଜାବଳୀ 14:7
ତୁମ୍ଭେ ୟାଇ ୟାରବିଯାମକୁ କୁହ ଯେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁଁ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମାେ ଲୋକ ଇଶ୍ରାୟେଲ ଉପରେ ତୁମକୁ ରାଜା କଲି।

ପ୍ରଥମ ରାଜାବଳୀ 16:2
ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମାରେ ଲୋକ ଇଶ୍ରାୟେଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ୟାରବିଯାମଙ୍କ ପଥ ଅନୁସରଣ କଲ ଏବଂ ମାରେ ଲୋକ ଇଶ୍ରାୟେଲୀମାନଙ୍କୁ ପାପ କରାଇଲ। ସମାନଙ୍କେ ପାପରେ ଆମ୍ଭେ କ୍ରୋଧିତ ହେଲୁ।

Occurences : 44

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்