Base Word
נֶגֶב
Short Definitionthe south (from its drought); specifically, the Negeb or southern district of Judah, occasionally, Egypt (as south to Palestine)
Long Definitionsouth-country, Nekeb, south
Derivationfrom an unused root meaning to be parched
International Phonetic Alphabetn̪ɛˈɡɛb
IPA modnɛˈɡɛv
Syllablenegeb
Dictionneh-ɡEB
Diction Modneh-ɡEV
Usagesouth (country, side, -ward)
Part of speechn-m

ଆଦି ପୁସ୍ତକ 12:9
ଏହାପରେ ଅବ୍ରାମ ଭ୍ରମଣ କରୁକରୁ ଦକ୍ଷିଣ ଦିଗକୁ ଗଲେ।

ଆଦି ପୁସ୍ତକ 13:1
ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।

ଆଦି ପୁସ୍ତକ 13:3
ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।

ଆଦି ପୁସ୍ତକ 13:14
ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭର ଚ଼ତୁପାଶର୍ବକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।

ଆଦି ପୁସ୍ତକ 20:1
ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।

ଆଦି ପୁସ୍ତକ 24:62
ଇସ୍ହାକ ଦକ୍ଷିଣ ଦେଶ ରେ ବାସ କରିବାରୁ ବରେ-ଲହଯ-ରୋଯୀ ନାମକ ସ୍ଥାନକୁ ୟାଇ ଫରେି ଆସିଲେ।

ଆଦି ପୁସ୍ତକ 28:14
ତୁମ୍ଭର ବହୁତ ବଂଶ ହବେେ। ତାହା ପୃଥିବୀର ଧୂଳୀପରି ଅସଂଖ୍ଯ ହବେେ। ସମାନେେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ଯାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରପ୍ତ ହବେେ।

ଯାତ୍ରା ପୁସ୍ତକ 26:18
ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।

ଯାତ୍ରା ପୁସ୍ତକ 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 36:23
ସମାନେେ ପବିତ୍ର ତମ୍ବୁ ନିମନ୍ତେ କୋଡିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ।

Occurences : 112

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்