Base Word
נְבָט
Short DefinitionNebat, the father of Jeroboam I
Long Definitionan Ephraimite of Zereda, father of king Jeroboam I of the northern kingdom of Israel
Derivationfrom H5027; regard
International Phonetic Alphabetn̪ɛ̆ˈbɔːt̪’
IPA modnɛ̆ˈvɑːt
Syllablenĕbāṭ
Dictionneh-BAWT
Diction Modneh-VAHT
UsageNebat
Part of speechn-pr-m

ପ୍ରଥମ ରାଜାବଳୀ 11:26
ତା'ପରେ ଶଲୋମନଙ୍କର ଦାସ ୟାରବିଯାମ ମଧ୍ଯ ରାଜାଙ୍କର ବିପକ୍ଷ ରେ ବିଦ୍ରୋହ କଲେ। ସେ ସ ରଦୋ ନଗର ନିବାସୀ ଇଫ୍ରଯିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁଯା, ସେ ଜଣେ ବିଧବା ଥିଲେ।

ପ୍ରଥମ ରାଜାବଳୀ 12:2
ସେ ଶ ଲୋମନର ମୃତ୍ଯୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରଯିମ ପର୍ବତସ୍ଥ ସି ରଦୋକୁ ପ୍ରତ୍ଯାବର୍ତ୍ତନ କଲେ।

ପ୍ରଥମ ରାଜାବଳୀ 12:15
ରାଜା ଲୋକମାନଙ୍କ ଅନୁରୋଧ ପୁରଣ କରିବାକୁ ମନା କରି ଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲ, ସେ ଚାହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ୟାରବିଯାମ୍ ଯାହା ଅହିଯ ଶୀଲୋନୀଯଙ୍କ ଦ୍ବାରା କୁହା ହାଇେଥିଲା।

ପ୍ରଥମ ରାଜାବଳୀ 15:1
ୟାରବିଯାମଙ୍କ ଇଶ୍ରାୟେଲ ରେ ରାଜତ୍ବ କରିବାର ଅଷ୍ଟାଦଶ ବର୍ଷ ରେ ଅବିଯାମ ଯିହୁଦାର ରାଜା ହେଲେ।

ପ୍ରଥମ ରାଜାବଳୀ 16:3
ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ୟାରବିଯାମର ପରିବାରକୁ ଧ୍ବଂସ କରିଥିଲି।

ପ୍ରଥମ ରାଜାବଳୀ 16:26
ନବାଟଙ୍କ ପୁତ୍ର ୟାରବିଯାମ ଯେଉଁ ପାପ କରିଥିଲେ ଅମ୍ରି ସହେି ପାପ କଲେ ଓ ଇଶ୍ରାୟେଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର ସମାନଙ୍କେର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ।

ପ୍ରଥମ ରାଜାବଳୀ 16:31
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।

ପ୍ରଥମ ରାଜାବଳୀ 21:22
ତୁମ୍ଭର ପରିବାର ଭାଗ୍ଯ ସହେିଭଳି ହବେ, ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯ ପୁତ୍ର ବାଶାର ବଂଶ ତୁଲ୍ଯ ସମ୍ପୂର୍ଣ୍ଣ ଧ୍ବଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ବାରା ମାେତେ ବିରକ୍ତ କରିଅଛ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଅଛ।'

ପ୍ରଥମ ରାଜାବଳୀ 22:52
ଅହସିଯ ଆପଣା ପିତା ଆହାବ୍, ମାତା ଇଷବଲେ ଓ ନବାଟଙ୍କ ପୁତ୍ର ୟାରବିଯାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ।

ଦିତୀୟ ରାଜାବଳୀ 3:3
ତଥାପି ନବାଟ୍ଙ୍କ ପୁତ୍ର ୟାରବିଯାମ ଦ୍ବାରା ଇଶ୍ରାୟେଲଯମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ଯ ସହେି ପାପଗୁଡିକୁ ଆସକ୍ତି ହେଲେ। ୟାରବିଯାମ ଏହି ପାପଗୁଡିକୁ ବନ୍ଦ କଲେ ନାହିଁ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்