Base Word
נָבוֹת
Short DefinitionNaboth, an Israelite
Long Definitionthe vineyard owner of Jezreel who Ahab and Jezebel had killed so that they could have his vineyard
Derivationfeminine plural from the same as H5011; fruits
International Phonetic Alphabetn̪ɔːˈbot̪
IPA modnɑːˈvo̞wt
Syllablenābôt
Dictionnaw-BOTE
Diction Modna-VOTE
UsageNaboth
Part of speechn-pr-f

ପ୍ରଥମ ରାଜାବଳୀ 21:1
ଶମରିଯା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ୟିଷ୍ରିଯଲେୀଯ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।

ପ୍ରଥମ ରାଜାବଳୀ 21:2
ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।

ପ୍ରଥମ ରାଜାବଳୀ 21:3
ନାବୋତ ଆହାବ୍ଙ୍କୁ କହିଲେ, ମୁଁ କବେେ ହେଲେ ମାରେ ପୈତୃକ ଭୂମିକୁ ତୁମ୍ଭକୁ ଦବେି ନାହିଁ, ଏହା ପରମେଶ୍ବର ମନା ନକରନ୍ତୁ।

ପ୍ରଥମ ରାଜାବଳୀ 21:4
ନାବୋତଙ୍କ କଥା ଆହାବ୍ଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, ପୈତୃକ ସମ୍ପତ୍ତି ଦବେେ ନାହିଁ ବୋଲି ମନା କଲେ। ତେଣୁ ଏପରି ଖରାପ ମିଜାସ ରେ ସେ ଘରକୁ ଫରେିଲେ। ଏଣୁ ଆହାବ୍ ନ ଖାଇ ନ ପିଇ ଶୟ୍ଯା ରେ ପଡି ରହିଲେ।

ପ୍ରଥମ ରାଜାବଳୀ 21:6
ଆହାବ୍ ଉତ୍ତର ରେ କହିଲେ, ମୁଁ ୟିଷ୍ରିଯଲେୀଯ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମାେତେ ଦିଅ ଓ ତା' ବଦଳ ରେ ରେ ୗପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମାରେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ଯାଉନାହିଁ।

ପ୍ରଥମ ରାଜାବଳୀ 21:7
ତାଙ୍କର ପତ୍ନୀ ଈଷବଲେ ତାଙ୍କୁ କହିଲେ, ତୁମ୍ଭେ କ'ଣ ଇଶ୍ରାୟେଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ୟିଷ୍ରିଯଲେୀଯ ନାବୋତର ଦ୍ରାକ୍ଷାକ୍ଷେତ୍ର ଦବେି।

ପ୍ରଥମ ରାଜାବଳୀ 21:8
ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।

ପ୍ରଥମ ରାଜାବଳୀ 21:9
ସହେି ପତ୍ର ରେ ସେ ଏହା ଲେଖିଥିଲେ:

ପ୍ରଥମ ରାଜାବଳୀ 21:12
ସମାନେେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରୀତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖ ରେ ନାବୋତକୁ ଏକ ବିଶଷେ ଉଚ୍ଚ ସ୍ଥାନ ରେ ବସାଇଲେ।

ପ୍ରଥମ ରାଜାବଳୀ 21:13
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்