Base Word
אֶלְעָשָׂה
Short DefinitionElasah, the name of four Israelites
Long Definitiona descendant of Judah, son of Helez
Derivationfrom H0410 and H6213; God has made
International Phonetic Alphabetʔɛl.ʕɔːˈɬɔː
IPA modʔɛl.ʕɑːˈsɑː
Syllableʾelʿāśâ
Dictionel-aw-SAW
Diction Model-ah-SA
UsageElasah, Eleasah
Part of speechn-pr-m

ପ୍ରଥମ ବଂଶାବଳୀ 2:39
ଅସରିଯ ହେଲସଙ୍କର ପିତା ଥିଲେ। ହରେସ ଇଲୀଯାସଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 2:40
ଇଲୀଯାସ ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ।

ପ୍ରଥମ ବଂଶାବଳୀ 8:37
ମାେତ୍ସା ବିନିଯାଙ୍କ ପିତା ଥିଲେ। ରାଫା ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ ସେଲ୍, ଇଲୀଯାସାଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:43
ମାେତସା ବିନିଯାଙ୍କ ପିତା ଥିଲେ ଏବଂ ରଫାଯ ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରଫାଯଙ୍କର ପୁତ୍ର ଥିଲେ। ଏବଂ ଆତ୍ ସେଲ ଇଲୀଯାସଙ୍କ ପୁତ୍ର ଥିଲେ।

ଏଜ୍ରା 10:22
ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା ସଯେ, ଇଶ୍ମାଯଲେ, ନଥନଲେ, ୟୋଷାବଦ୍ ଓ ଇଲିଯାସା,

ଯିରିମିୟ 29:3
ଯିହୁଦାର ରାଜା ସିଦିକିଯ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ଶାଫନର ପୁତ୍ର ଇଲିଯାସା ଓ ହିଲ୍କିଯର ପୁତ୍ର ଗରିଯକୁ ପଠାଇଲେ। ଯିରିମିୟ ସହେିମାନଙ୍କ ହସ୍ତ ରେ ପତ୍ର ଦେଲେ। ସହେି ପତ୍ରଟି ଏହିପରି ପାଠ କରାଗଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்