Base Word
נָאַף
Short Definitionto commit adultery; figuratively, to apostatize
Long Definitionto commit adultery
Derivationa primitive root
International Phonetic Alphabetn̪ɔːˈʔɑp
IPA modnɑːˈʔɑf
Syllablenāʾap
Dictionnaw-AP
Diction Modna-AF
Usageadulterer(-ess), commit(-ing) adultery, woman that breaketh wedlock
Part of speechv

ଯାତ୍ରା ପୁସ୍ତକ 20:14
ତୁମ୍ଭେ ବ୍ଯଭିଚାର କରିବ ନାହିଁ।

ଲେବୀୟ ପୁସ୍ତକ 20:10
ଯଦି କୌଣସି ପୁରୁଷ ତା'ର ପ୍ରତିବେଶୀର ଭାର୍ୟ୍ଯା ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ଯଭିଚାର ପାଇଁ ଅପରାଧୀ ଓ ଉଭୟେ ମୃତ୍ଯୁବରଣ କରିବା ଉଚିତ୍।

ଦିତୀୟ ବିବରଣ 5:18
ତୁମ୍ଭମାନେେ ବ୍ଯଭିଚାର କରିବ ନାହିଁ।

ଆୟୁବ ପୁସ୍ତକ 24:15
ଯେଉଁ ମନୁଷ୍ଯ ବ୍ଯଭିଚାର କରେ ରାତି ହବୋକୁ ଅପେକ୍ଷା କରେ। ସେ ଭାବେ, 'କହେି ତାକୁ ଦେଖି ପାରିବେ ନାହିଁ।' ତଥାପି ସେ ତା'ର ମୁଖକୁ ଘାଡ଼ୋଇଥାଏ।

ଗୀତସଂହିତା 50:18
ତୁମ୍ଭେ ଗୋଟିଏ ଚୋରକୁ ଦେଖ ଓ ତା'ସହ ଦୌଡ଼ିୟାଇ ମିଶିୟାଅ। ଯେତବେେଳେ ବ୍ଯଭିଚାରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।

ହିତୋପଦେଶ 6:32
ଜଣେ ବ୍ଯଭୀଚାରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ।

ହିତୋପଦେଶ 30:20
ସହେିପରି ବ୍ଯଭିଚାରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କ ହେ, ମୁଁ କିଛି ଅଧର୍ମ କରି ନାହିଁ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்