Base Word
מַתָּת
Short Definitiona present
Long Definitiongift, reward
Derivationfeminine of H4976 abbreviated form
International Phonetic Alphabetmɑt̪̚ˈt̪ɔːt̪
IPA modmɑˈtɑːt
Syllablemattāt
Dictionmaht-TAWT
Diction Modma-TAHT
Usagegift
Part of speechn-f

ପ୍ରଥମ ରାଜାବଳୀ 13:7
ତା'ପରେ ରାଜା ପରମେଶ୍ବରଙ୍କ ଲୋକଙ୍କୁ କହିଲେ, ତୁମ୍ଭେ ମାେ ସହିତ ଗୃହକୁ ଆସ। ମାେ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦବୋ ପାଇଁ ଯାଉଅଛି।

ହିତୋପଦେଶ 25:14
ବୃଷ୍ଟିହୀନ ମେଘ ଓ ବାଯୁ ଯେପରି ଅଟେ, ଦାନ ଦବୋ ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦବୋ ହେଉଛି ଠିକ୍ ସହେିପରି।

ଉପଦେଶକ 3:13
ଯଦି ଜଣେ ବ୍ଯକ୍ତି ଖାଦ୍ୟ, ପାନୀଯ ଓ ଉତ୍ତମ ଦ୍ରବ୍ଯ ତା ପରିଶ୍ରମ ବଳ ରେ ଉପ ଭୋଗ କରିପାରିଲା, ତବେେ ତାହା ପରମେଶ୍ବରଙ୍କଠାରୁ ଉପହାର।

ଉପଦେଶକ 5:19
ଆହୁରି ପରମେଶ୍ବର କୌଣସି ବ୍ଯକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମ ରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ବରଙ୍କର ଦାନ ଅଟେ।

ଯିହିଜିକଲ 46:5
ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।

ଯିହିଜିକଲ 46:11
ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்