Base Word
מָתַי
Short Definitionproperly, extent (of time); but used only adverbially (especially with other particle prefixes), when (either relative or interrogative)
Long Definitionwhen?
Derivationfrom an unused root meaning to extend
International Phonetic Alphabetmɔːˈt̪ɑi̯
IPA modmɑːˈtɑi̯
Syllablemātay
Dictionmaw-TAI
Diction Modma-TAI
Usagelong, when
Part of speechadv

ଆଦି ପୁସ୍ତକ 30:30
ଯେତବେେଳେ ମୁଁ ଆସିଲି ତୁମ୍ଭର ଖୁବ କମ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମାେ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମାରେନିଜ ପରିବାରକୁ ଯୋଗଇବା ପାଇଁ ସମୟ ଆସିଛି।

ଯାତ୍ରା ପୁସ୍ତକ 8:9
ମାଶାେ ଫାରୋଙ୍କୁ କହିଲେ, ଦୟାକରି କୁହ ତୁମ୍ଭେ କେତବେେଳେ ଚାହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କବଳେ ନଦି ରେ ରହିବେ।

ଯାତ୍ରା ପୁସ୍ତକ 10:3
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହିନ୍ତି, ' କେତେ ଦିନ ତୁମ୍ଭେ ମାେତେ ଅମାନ୍ଯ କରିବ? ମାରେ ଲୋକମାନଙ୍କୁ ୟିବାକୁ ଦିଅ ଓ ସମାନଙ୍କେୁ ମାରେ ଉପାସନା କରିବାକୁ ଦିଅ।

ଯାତ୍ରା ପୁସ୍ତକ 10:7
ଏହାପରେ ଫାରୋଙ୍କର କର୍ମଚାରୀମାନେ ତାଙ୍କୁ କହିଲେ, କେତଦେିନ ୟାଏ ଏ ମନୁଷ୍ଯ ଆମ୍ଭମାନଙ୍କର ଫାନ୍ଦ ସ୍ବରୂପ ହାଇେଥିବ। ସମାନଙ୍କେୁ ୟିବାକୁ ଦିଅ ଏବଂ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କୁ ଉପାସନା କରିବାକୁ ଦିଅ। ତୁମ୍ଭେ ଅନୁଭବ କରୁନାହିଁ କି ମିଶର ଧ୍ବଂସ ହେଉଅଛି ବୋଲି?

ଗଣନା ପୁସ୍ତକ 14:27
ମାେ ବିରୁଦ୍ଧ ରେ ଅଭିଯୋଗ କରାଯାଉଛି, ମୁଁ କେତକୋଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇଶ୍ରାୟେଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି।

ପ୍ରଥମ ଶାମୁୟେଲ 1:14
ଏଲି ହାନ୍ନାଙ୍କକ୍ସ୍ଟ କହିଲେ, ତୁମ୍ଭେ ଆଉ କେତକୋଳ ମାତାଲ ହେଉଥିବ? ଦ୍ରାକ୍ଷାରସରକ୍ସ୍ଟ ଦକ୍ସ୍ଟ ରଇେ ରକ୍ସ୍ଟହ।

ପ୍ରଥମ ଶାମୁୟେଲ 16:1
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।

ଦିତୀୟ ଶାମୁୟେଲ 2:26
ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।

ପ୍ରଥମ ରାଜାବଳୀ 18:21
ଏଲିଯ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସମ୍ ବୋଧନ କଲେ, ତୁମ୍ଭମାନେେ କେତକୋଳ ଦ୍ବିମତ ମଧିଅରେ ସନ୍ଦହେ ରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ଯ ଭାବୁଛ। ଅନ୍ୟ ପକ୍ଷ ରେ ଯଦି ବାଲ ଦବେତା ସତ୍ଯ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।

ନିହିମିୟା 2:6
ରାଣୀ ମଧ୍ଯ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମାେତେ ପଚାରିଲେ, ତୁମ୍ଭର ୟାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କବେେ ଫରେିବ?

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்