Base Word
מִשְׁנֶה
Short Definitionproperly, a repetition, i.e., a duplicate (copy of a document), or a double (in amount); by implication, a second (in order, rank, age, quality or location)
Long Definitiondouble, copy, second, repetition
Derivationfrom H8138
International Phonetic Alphabetmɪʃˈn̪ɛ
IPA modmiʃˈnɛ
Syllablemišne
Dictionmish-NEH
Diction Modmeesh-NEH
Usagecollege, copy, double, fatlings, next, second (order), twice as much
Part of speechn-m

ଆଦି ପୁସ୍ତକ 41:43
ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।

ଆଦି ପୁସ୍ତକ 43:12
ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।

ଆଦି ପୁସ୍ତକ 43:15
ତେଣୁ ସହେି ଭାଇମାନେ ସହେି ଉପହାର ଦଇେ ସହେି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସମାନଙ୍କେ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନଇଗେଲେ। ଏଥର ତାଙ୍କ ସହିତ ବିନ୍ଯାମୀନ ମଧ୍ଯ ମିଶରକୁ ଗଲେ। ସମାନେେ ଯେତବେେଳେ ସଠାେରେ ପହନ୍ଚିଲେ, ସମାନେେ ଯୋଷଫଙ୍କେୁ ଦେଖିବାକୁ ଗଲେ।

ଯାତ୍ରା ପୁସ୍ତକ 16:5
ପ୍ରେତ୍ୟକକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସତେିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତବେେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତବେେଳେ ସମାନେେ ଦେଖିବେ ଯେ ତାହା ଦୁଇଗୁଣ ହାଇଯେିବ।

ଯାତ୍ରା ପୁସ୍ତକ 16:22
ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସମାନେେ ପ୍ରେତ୍ୟକକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମାଶାଙ୍କେୁ ଜଣାଇଲେ,

ଦିତୀୟ ବିବରଣ 15:18
ତୁମ୍ଭେ ତାହାକକ୍ସ୍ଟ ମକ୍ସ୍ଟକ୍ତ କରି ବିଦାଯ କରିବା ବେଳେ ଏହା ତକ୍ସ୍ଟମ୍ଭ ଦୃଷ୍ଟି ରେ କଠିନ ବୋଧ ନ ହେଉ। କାରଣ ସେ ଛବର୍ଷ ଭିତ ରେ ଏକ ବତନଜେୀବିର ଦ୍ବିଗକ୍ସ୍ଟଣ ବତନରେ ଦାସ୍ଯକର୍ମ କରିଅଛି। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସକଳ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 17:18
ଏବଂ ସେ ଯେତବେେଳେ ଶାସନ କରିବାକୁ ସିଂହାସନ ରେ ବ ସେ, ଲବେୀୟ ଯାଜକମାନେ ରଖିଥିବା ନଳାକାର ନିଯମ ପସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍।

ଯିହୋଶୂୟ 8:32
ସହେି ସ୍ଥାନ ରେ ଯିହାଶୂେୟ ପ୍ରସ୍ତର ଫଳକ ଉପରେ ମାଶାଙ୍କେ ବ୍ଯବସ୍ଥା ପୁସ୍ତକ ଲେଖିଲେ। ଇଶ୍ରାୟେଲ ଲୋକମାନଙ୍କୁ ଦଖାଇବୋକକ୍ସ୍ଟ ଯିହାଶୂେୟ ଏହା କଲେ, କାରଣ ତାହା

ପ୍ରଥମ ଶାମୁୟେଲ 8:2
ଶାମୁୟେଲଙ୍କ ବଡପକ୍ସ୍ଟଅ ଯାୟେଲ ଏବଂ ଦ୍ବିତୀୟ ପକ୍ସ୍ଟତ୍ର ଅଦଯ ବରେଶବୋର ଲୋକମାନଙ୍କର ନତେୃତ୍ବ ନେଲେ ଓ ବିଗ୍ଭର କଲେ।

ପ୍ରଥମ ଶାମୁୟେଲ 15:9
ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।

Occurences : 35

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்