Base Word
מִשְׁכָּב
Short Definitiona bed (figuratively, a bier); abstractly, sleep; by euphemism, carnal intercourse
Long Definitiona lying down, couch, bier, act of lying
Derivationfrom H7901
International Phonetic Alphabetmɪʃˈkɔːb
IPA modmiʃˈkɑːv
Syllablemiškāb
Dictionmish-KAWB
Diction Modmeesh-KAHV
Usagebed(-chamber), couch, lieth (lying) with
Part of speechn-m

ଆଦି ପୁସ୍ତକ 49:4
କିନ୍ତୁ ତୁମ୍ଭର ଆବଗେ ବନ୍ଯା ତୁଲ୍ଯ ଥିଲା, ତୁମ୍ଭେ ନିଯନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶୟ୍ଯାକୁ ଗମନ କଲ। ତବେେ ତାହା ଅଶୁଚି କଲ।

ଯାତ୍ରା ପୁସ୍ତକ 8:3
ନୀଳନଦୀ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ ହବେ। ସମାନେେ ନଦୀରୁ ଆସି ତୁମ୍ଭର ଘ ରେ ପଶିବେ। ସମାନେେ ତୁମ୍ଭର ଶଯନ କକ୍ଷ ଓ ଶୟେ ରେ ପଡି ରହିବେ ଏବଂ ସମାନେେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହ ରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀ ରେ ପ୍ରବେଶ କରିବେ।

ଯାତ୍ରା ପୁସ୍ତକ 21:18
ଯଦି ଦୁଇ ଲୋକ ମଧିଅରେ ବିବାଦ ଉପୁଜିବାରୁ କହେି ଅନ୍ୟକୁ ପଥର ରେ ଆଘାତ କରେ ବା ହସ୍ତ ରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମ ରେ ତବେେ ମାରିଥିବା ଲୋକକୁ ମୃତ୍ଯୁଦଣ୍ଡ ଦିଆୟିବ ନାହିଁ।

ଲେବୀୟ ପୁସ୍ତକ 15:4
ପ୍ରମହେ ରୋଗୀ ଯେଉଁ ଶୟ୍ଯା ରେ ଶଯନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁ ସବୁ ପଦାର୍ଥ ଉପରେ ବସିବ ତାହା ମଧ୍ଯ ଅଶୁଚି ହବେ।

ଲେବୀୟ ପୁସ୍ତକ 15:5
ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 15:21
ଯଦି କୌଣସି ବ୍ଯକ୍ତି ତା'ର ଶୟ୍ଯା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 15:23
ଆଉ ତା'ର ଶୟ୍ଯା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 15:24
ଯଦି ରଜସ୍ବାଳା ସମୟରେ କୌଣସି ପୁରୁଷ ସହେି ସ୍ତ୍ରୀ ଲୋକ ସହିତ ଦୈହିକ ସମ୍ପର୍କ ରେଖ, ସେ ମଧ୍ଯ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ସେ ଯେ କୌଣସି ଶୟ୍ଯା ରେ ଶଯନ କରେ ତାହା ଅଶୁଚି ହବେ।

ଲେବୀୟ ପୁସ୍ତକ 15:26
ଯଦି ସହେି ରକ୍ତସ୍ରାବ ଚାଲିଥିବା ସମୟରେ ସେ କୌଣସି ଶୟ୍ଯା ରେ ଶଯନ କରେ, ତବେେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା' ମଧ୍ଯ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।

ଲେବୀୟ ପୁସ୍ତକ 15:26
ଯଦି ସହେି ରକ୍ତସ୍ରାବ ଚାଲିଥିବା ସମୟରେ ସେ କୌଣସି ଶୟ୍ଯା ରେ ଶଯନ କରେ, ତବେେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା' ମଧ୍ଯ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।

Occurences : 46

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்