Base Word
מָשִׁיחַ
Short Definitionanointed; usually a consecrated person (as a king, priest, or saint); specifically, the Messiah
Long Definitionanointed, anointed one
Derivationfrom H4886
International Phonetic Alphabetmɔːˈʃɪi̯.ɑħ
IPA modmɑːˈʃiː.ɑχ
Syllablemāšîaḥ
Dictionmaw-SHEE-ah
Diction Modma-SHEE-ak
Usageanointed, Messiah
Part of speechn-m

ଲେବୀୟ ପୁସ୍ତକ 4:3
ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 4:5
ଆଉ ସହେି ଅଭିଷିକ୍ତ ଯାଜକ ସହେି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ଯକୁ ଆଣିବ।

ଲେବୀୟ ପୁସ୍ତକ 4:16
ତତ୍ପରେ ଅଭିଷିକ୍ତ ଯାଜକ ସହେି ଗୋବତ୍ସର କିଛି ରକ୍ତ ଧରି ସମାଗମ ତମ୍ବୁ ମଧ୍ଯକୁ ଆଣିବ।

ଲେବୀୟ ପୁସ୍ତକ 6:22
ହାରୋଣଙ୍କ ପରେ ତାଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ଯେ ତାଙ୍କ ପଦ ରେ ଅଭିଷିକ୍ତ ଯାଜକ ହବେ, ସେ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦଗ୍ଧ କରାୟିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକା ରେ ତାହା ସଦାସର୍ବଦା କରାୟିବା ଉଚିତ୍।

ପ୍ରଥମ ଶାମୁୟେଲ 2:10
ଯେଉଁମାନେ ୟିଏକି ସର୍ବୋପରିସ୍ଥ ପରମେଶ୍ବରଙ୍କ ସହିତ ପ୍ରତିବାଦ କରନ୍ତି, ସମାନେେ ଭଗ୍ନ ହବେେ। ସଦାପ୍ରଭୁ ସ୍ବର୍ଗ ରେ ଥାଇ ସହେି ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଗର୍ଜନ କରିବେ।

ପ୍ରଥମ ଶାମୁୟେଲ 2:35
ପକ୍ସ୍ଟଣି ମୁ ମାେ ନିମନ୍ତେ ଏକ ବିଶ୍ବସ୍ତ ଯାଜକ ଉତ୍ପନ୍ନ କରିବି ୟିଏ ମାେ ମନ ଓ ମାେ ହୃଦଯ ଅନକ୍ସ୍ଟସା ରେ କର୍ମ କରିବ। ଆଉ ମୁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମାରେ ମନୋନୀତ ରାଜାଙ୍କ ସମ୍ମକ୍ସ୍ଟଖ ରେ ସର୍ବଦା ସବୋ କରିବେ।

ପ୍ରଥମ ଶାମୁୟେଲ 12:3
ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।

ପ୍ରଥମ ଶାମୁୟେଲ 12:5
ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସମାନେେ ଦୃଢ କରିବାକୁ ସାକ୍ଷୀ ରହିଲେ ଯେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଜାଣିଲେ ମୁ କିଛି ଭୂଲ କରି ନାହିଁ। ଲୋକମାନେ କହିଲେ, ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ଯ।

ପ୍ରଥମ ଶାମୁୟେଲ 16:6
ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।

ପ୍ରଥମ ଶାମୁୟେଲ 24:6
ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ବାରଣ କଲେ ଯେ, ମାରେସ୍ବାମୀ ବିରକ୍ସ୍ଟଦ୍ଧ ରେ ପକ୍ସ୍ଟଣି ଏପରି କରିବା ଉଚିତ୍। ମାରହେସ୍ତ ତାଙ୍କ ବିରକ୍ସ୍ଟଦ୍ଧ ରେ ଉଠାଇବା, ଏହା ମାେ ପାଇଁ ଠିକ୍ ହବେ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்