Base Word
מֵרֵעַ
Short Definitiona friend
Long Definitioncompanion, friend, confidential friend
Derivationfrom H7462 in the sense of companionship
International Phonetic Alphabetmeˈre.ɑʕ
IPA modmeˈʁe.ɑʕ
Syllablemērēaʿ
Dictionmay-RAY-ah
Diction Modmay-RAY-ah
Usagecompanion, friend
Part of speechn-m

ଆଦି ପୁସ୍ତକ 26:26
ଅବିମଲକେ ଇସ୍ହାକକୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମଲକେ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ଯଗଣର ଅଧ୍ଯକ୍ଷ।

ବିଚାରକର୍ତାମାନଙ୍କ ବିବରଣ 14:11
ସମାନେେ ଶାମ୍ଶାେନ୍କକ୍ସ୍ଟ ଦେଖିବା ପରେ ତାହା ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 14:20
ଶାମ୍ଶାେନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକକ୍ସ୍ଟ ନେଲେ ନାହିଁ। ବିବାହ ରେ ତାଙ୍କର ସାଙ୍ଗମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତମ ବନ୍ଧକ୍ସ୍ଟର ସେ ସ୍ତ୍ରୀ ହେଲେ।

ବିଚାରକର୍ତାମାନଙ୍କ ବିବରଣ 15:2
ତାଙ୍କର ପିତା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ମୁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ଯନ୍ତ ଘୃଣା କର। ଏଣୁ ମୁ ତାହାକକ୍ସ୍ଟ ତକ୍ସ୍ଟମ୍ଭ ମିତ୍ରଙ୍କକ୍ସ୍ଟ ଦଲେି। ତା'ର ସାନ ଭଉଣୀ ତାଠାରକ୍ସ୍ଟ ବହକ୍ସ୍ଟତ ସକ୍ସ୍ଟନ୍ଦର ତାହାକକ୍ସ୍ଟ ଗ୍ରହଣ କର।

ବିଚାରକର୍ତାମାନଙ୍କ ବିବରଣ 15:6
ପଲେଷ୍ଟୀୟ ଲୋକମାନେ ପଚାରିଲେ, ଏପରି କିଏ କଲା?

ଦିତୀୟ ଶାମୁୟେଲ 3:8
ଅବନର ଇଶ୍ବୋଶତର କଥା ଶକ୍ସ୍ଟଣି ଅତି ରାଗ ରେ କହିଲା, ମୁ ତ ତକ୍ସ୍ଟମ୍ଭ ପିତା ଶାଉଲ ବଂଶକକ୍ସ୍ଟ ଓ ତାଙ୍କର ଭାଇ ବନ୍ଧକ୍ସ୍ଟମାନଙ୍କୁ ଦୟା କରୁଅଛି। ମୁ ମଧ୍ଯ ତୁମ୍ଭକୁ ଦାଉଦ ହସ୍ତ ରେ ସମର୍ପଣ କରିନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷଯ ରେ ଅପରାଧ ମାେ ଉପରେ ଆରୋପ କରୁଅଛ।

ହିତୋପଦେଶ 19:7
ଦରିଦ୍ର ଲୋକଙ୍କୁ ତା'ର ପରିବାର ମଧ୍ଯ ଭଲ ପାଏ ନାହିଁ। ତା'ର ମିତ୍ରମାନେ ତାଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସମାନଙ୍କେର ସାହାୟ୍ଯ ପାଇଁ ଭିକ୍ଷା କରେ, କିନ୍ତୁ ସମାନେେ ତା'ର ନିକଟକୁ ୟାଆନ୍ତି ନାହିଁ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்