Base Word
מַרְאֵשָׁה
Short DefinitionMareshah, the name of two Israelites and of a place in Palestine
Long Definitionone of the cities in the lowlands of Judah
Derivationor מַרֵשָׁה; formed like H4761; summit
International Phonetic Alphabetmɑr.ʔeˈʃɔː
IPA modmɑʁ.ʔeˈʃɑː
Syllablemarʾēšâ
Dictionmahr-ay-SHAW
Diction Modmahr-ay-SHA
UsageMareshah
Part of speechn-pr-loc

ଯିହୋଶୂୟ 15:44
କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।

ପ୍ରଥମ ବଂଶାବଳୀ 2:42
କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 4:21
ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।

ଦିତୀୟ ବଂଶାବଳୀ 11:8
ଗାଥ୍, ମା ରଶାେ, ସୀଫ୍,

ଦିତୀୟ ବଂଶାବଳୀ 14:9
ଏହାପରେ ସରହେ ଆସାଙ୍କ ସୈନ୍ଯଦଳର ବିରୁଦ୍ଧ ରେ ଆସିଲା। ସରହେ ଇଥିଓପିଆର ମୁଖ୍ଯ ଥିଲା। ସରହେ ସହିତ ଥିବା ସୈନ୍ଯଦଳ ରେ 1,00,000 ଲୋକ ଓ 300 ରଥ ଥିଲେ। ସରହରେ ସୈନ୍ଯଦଳ ମା ରଶାେ ସହର ପର୍ୟ୍ଯନ୍ତ ମାଡ଼ିଗଲେ।

ଦିତୀୟ ବଂଶାବଳୀ 14:10
ଆସା ସରହଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲେ। ମା ରଶାରେ ସଫାଥା ଉପତ୍ୟକାର ମା ରଶାହେ ନିକଟରେ ୟୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ଯଦଳ ପ୍ରସ୍ତୁତ ହାଇେ ରହିଲେ।

ଦିତୀୟ ବଂଶାବଳୀ 20:37
ଏହାପରେ ଇଲୀଯଷେର ଯିହାଶାଫେଟ୍ଙ୍କ ବିରୁଦ୍ଧ ରେ ଭବିଷ୍ଯତବାଣୀ କଲେ। ଇଲୀଯଷେର୍ଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀଯଷେର ମା ରଶାେ ସହରନିବାସୀ ଥିଲେ। ସେ କହିଲେ, ଯିହାଶାଫେଟ୍, ତୁମ୍ଭେ ଅହସିଯଙ୍କ ସହିତ ୟୋଗ ଦଲେ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ। ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହାଶାଫେଟ୍ ଓ ଅହସିଯ ସଗେୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ।

ମୀଖା 1:15
ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்