Base Word
מִקְשָׁה
Short Definitionrounded work, i.e., moulded by hammering (repousse)
Long Definitionhammered work, finely decorated cultic objects of gold or silver
Derivationfeminine of H4748
International Phonetic Alphabetmɪk’ˈʃɔː
IPA modmikˈʃɑː
Syllablemiqšâ
Dictionmik-SHAW
Diction Modmeek-SHA
Usagebeaten (out of one piece, work), upright, whole piece
Part of speechn-f

ଯାତ୍ରା ପୁସ୍ତକ 25:18
ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।

ଯାତ୍ରା ପୁସ୍ତକ 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

ଯାତ୍ରା ପୁସ୍ତକ 25:36
ସେ ଦୀପଶାଖାଟି ସଂପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମିତ ହବେ। ଏହି ସମସ୍ତ ସୁବର୍ଣ୍ଣ କାର୍ୟ୍ଯ ପିଟା ସୁବର୍ଣ୍ଣ ରେ ହବେ। ଏବଂ ଏହା ୟୋଡାୟାଇ ଗୋଟିଏ ଖଣ୍ଡ କରା ହବେ।

ଯାତ୍ରା ପୁସ୍ତକ 37:7
ଏହାପରେ ବତ୍ସଲଲେ ପିଟାସୁବର୍ଣ୍ଣ ରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡ ରେ ରଖିଲେ।

ଯାତ୍ରା ପୁସ୍ତକ 37:17
ଏହାପରେ ସେ ଶୁଦ୍ଧ ସୁବର୍ଣ୍ଣ ରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୂଖା ରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା'ପରେ ସେ ଫୁଲ, ପାଖୁଡା, କଢିମାନ ତିଆରି କଲେ। ସେ ଏହି ଜିନିଷଗୁଡିକୁ ଏକାଠି ୟୋଡି ଗୋଟିଏ ଜିନିଷ ତିଆରି କଲେ।

ଯାତ୍ରା ପୁସ୍ତକ 37:22
ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା'ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣ ରେ ତିଅରି ହେଲା। ସମସ୍ତ ପିଟା ସୁନା କର୍ମ ରେ ନିର୍ମିତ ହାଇେଥିଲା।

ଗଣନା ପୁସ୍ତକ 8:4
ସହେିସବୁ ଦୀପରୂଖା ଆଧାର ଓ ତା'ର ଉପରର ଫୁଲଗୁଡିକ ପିଟା ସୁବର୍ଣ୍ଣ ରେ ନିର୍ମିତ ହାଇେଥିଲା। ସଦାପ୍ରଭୁ ମାଶାଙ୍କେୁ ନିର୍ବ୍ଦେଶ ମୁତାବକ ମାଶାେ ଦୀପରୂଖା ନିର୍ମାଣ କଲେ।

ଗଣନା ପୁସ୍ତକ 8:4
ସହେିସବୁ ଦୀପରୂଖା ଆଧାର ଓ ତା'ର ଉପରର ଫୁଲଗୁଡିକ ପିଟା ସୁବର୍ଣ୍ଣ ରେ ନିର୍ମିତ ହାଇେଥିଲା। ସଦାପ୍ରଭୁ ମାଶାଙ୍କେୁ ନିର୍ବ୍ଦେଶ ମୁତାବକ ମାଶାେ ଦୀପରୂଖା ନିର୍ମାଣ କଲେ।

ଗଣନା ପୁସ୍ତକ 10:2
ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପା ରେ ନିର୍ମିତ ହବେ। ତୁମ୍ଭେ ଲୋକମାନଙ୍କୁ ଏକତ୍ରୀତ କରିବା ପାଇଁ ଓ ସଗେୁଡିକୁ ୟାତ୍ରାରମ୍ଭ ରେ ବ୍ଯବହାର କରିବ।

ଯିରିମିୟ 10:5
ସେସବୁ ତାଳଗଛ ତୁଲ୍ଯ, କୁନ୍ଦା ଓ କଥା କହନ୍ତି ନାହିଁ। ସମାନଙ୍କେୁ ବହନ କରିବାକୁ ହୁଏ କାରଣ ସମାନେେ ଚାଲିପାରନ୍ତି ନାହିଁ। ତେଣୁ ସମାନଙ୍କେୁ ଭୟ କର ନାହିଁ, କାରଣ ସମାନେେ ଅମଙ୍ଗଳ କରିପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସମାନଙ୍କେର ଶକ୍ତି ନାହିଁ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்