Base Word
מַעֲרֶכֶת
Short Definitionan arrangement, i.e., (concretely) a pile (of loaves)
Long Definitionrow, line
Derivationfrom H6186
International Phonetic Alphabetmɑ.ʕə̆.rɛˈkɛt̪
IPA modmɑ.ʕə̆.ʁɛˈχɛt
Syllablemaʿăreket
Dictionma-uh-reh-KET
Diction Modma-uh-reh-HET
Usagerow, shewbread
Part of speechn-f

ଲେବୀୟ ପୁସ୍ତକ 24:6
ସୁବର୍ଣ୍ଣ ମଜେ ଉପରେ ପ୍ରତି ଧାଡି ରେ ଛଅ ଛଅ କରି ଦୁଇ ଧାଡି ରେ ସହେିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ରଖିବ।

ଲେବୀୟ ପୁସ୍ତକ 24:7
ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।

ପ୍ରଥମ ବଂଶାବଳୀ 9:32
କୋରହ ବଂଶଜ କେତଜେଣ ଦ୍ବାରପାଳ ପ୍ରେତ୍ୟକକ ବିଶ୍ରାମବାର ରେ ମଜେ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ୟ୍ଯ କରୁଥିଲେ।

ପ୍ରଥମ ବଂଶାବଳୀ 23:29
ମନ୍ଦିରର ମଜେ ଉପରେ ବିଶଷେ ରୋଟୀ ରଖିବାର ଦାଯିତ୍ବ ସମାନଙ୍କେର ଥିଲା। ଆହୁରି ମଧ୍ଯ, ସମାନଙ୍କେର ମଇଦା, ଶସ୍ଯ ନବୈେଦ୍ଯ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାଯିତ୍ବ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନବୈେଦ୍ଯ ଉତ୍ସର୍ଗ କରିବା ଦାଯିତ୍ବ ମଧ୍ଯ ସମାନଙ୍କେର ଥିଲା। ସମାନେେ ସବୁ ପ୍ରକାର ମାପ ତୌଲି କରୁଥିଲେ।

ପ୍ରଥମ ବଂଶାବଳୀ 28:16
ପବିତ୍ର ରୋଟୀର ମଜେ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ, ଦାଉଦ ତାହା କହିଲେ। ରେ ୗପ୍ୟ ମଜଗେୁଡ଼ିକ ନିମନ୍ତେ କେତେ ପରିମାଣର ରେ ୗପ୍ୟ ଆବଶ୍ଯକ ହବେ, ଦାଉଦ ଦାହା କହିଲେ।

ଦିତୀୟ ବଂଶାବଳୀ 2:4
ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।

ଦିତୀୟ ବଂଶାବଳୀ 13:11
ସମାନେେ ପ୍ରତି ପ୍ରଭାତ ରେ ଓ ପ୍ରତି ସନ୍ଧ୍ଯା ରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସମାନେେ ମନ୍ଦିର ମଧିଅରେ ଥିବା ବିଶଷେ ମଜେ ଉପରେ ଧାଡ଼ି ରେ ରୋଟୀ ସଜାଇ ରଖନ୍ତି। ଆଉ ସମାନେେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରେତ୍ୟକକ ସନ୍ଧ୍ଯା ରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭମାନେେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ସବୋ କରୁ। କିନ୍ତୁ ତୁମ୍ଭମାନେେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ଯାଗ କରିଅଛ।

ଦିତୀୟ ବଂଶାବଳୀ 29:18
ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।

ନିହିମିୟା 10:33
ଅର୍ଥାତ୍ ଦର୍ଶନୀଯ ରୋଟୀର ଓ ନିତ୍ଯ ଭକ୍ଷ୍ଯ ନବୈେଦ୍ଯର ଓ ନିତ୍ଯ ହାମବେଳିର, ବିଶ୍ରାମ ବାରର ଅମାବାସ୍ଯାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ଯାଦିର ଓ ଇଶ୍ରାୟେଲର ପ୍ରାଯଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ନିମନ୍ତେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்