Base Word
מַעֲלֶה
Short Definitionan elevation, i.e., (concretely) acclivity or platform; abstractly (the relation or state) a rise or (figuratively) priority
Long Definitionascent, incline
Derivationfrom H5927
International Phonetic Alphabetmɑ.ʕə̆ˈlɛ
IPA modmɑ.ʕə̆ˈlɛ
Syllablemaʿăle
Dictionma-uh-LEH
Diction Modma-uh-LEH
Usageascent, before, chiefest, cliff, that goeth up, going up, hill, mounting up, stairs
Part of speechn-m

ଗଣନା ପୁସ୍ତକ 34:4
ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫରେି ଅକ୍ରଦ୍ଦୀମ ଘାଟ ଦଇେ ସୀନ୍ ପର୍ୟ୍ଯନ୍ତ ୟିବ ଓ ସଠାରୁେ କାଦେଶ ବର୍ଣଯରେ ଦକ୍ଷିଣ ଦଇେ ହତସର-ଅଦରକୁ ଆସି ଅସ୍ମୋନ ପର୍ୟ୍ଯନ୍ତ ୟିବ।

ଯିହୋଶୂୟ 10:10
ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।

ଯିହୋଶୂୟ 15:7
ଏହିପରି ଭାବରେ ସହେି ସୀମା ଆଖୋର ଉପତ୍ୟକାଠାରକ୍ସ୍ଟ ଦବୀର ଆଡକକ୍ସ୍ଟ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ଗିଲ୍ଗଲ୍ ଆଡକକ୍ସ୍ଟ ୟାଇ ଉତ୍ତର ଦିଗକକ୍ସ୍ଟ ୟାଇଛି ଓ ଐନ୍ ଶମେଶ୍ ନାମକ ଜଳାଶଯ ଆଡକକ୍ସ୍ଟ ଚଳିଲା ଓ ତହିଁର ଶଷେଭାଗ ଐନ୍ ରୋଗଲେ ନିକଟରେ ଥିଲା।

ଯିହୋଶୂୟ 18:17
ଏହାର ସୀମା ଉତ୍ତର ଦିଗଠାରକ୍ସ୍ଟ ଐନଶମେସ ପର୍ୟ୍ଯନ୍ତ ଲାଗିଥିଲା। ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ପର୍ୟ୍ଯନ୍ତ ଓ ସଠାେରକ୍ସ୍ଟ ଗଲୀଲୋତ୍ଠାରକ୍ସ୍ଟ ରକ୍ସ୍ଟବନ୍େ ବଂଶୀଯ ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଲାଗିଥିଲା।

ବିଚାରକର୍ତାମାନଙ୍କ ବିବରଣ 1:36
ଇ ମାରେୀଯ ଲୋକମାନଙ୍କର ଭୂମିର ସୀମା ଅକ୍ରଦ୍ଦୀମ ଘାଟି ଶୈଳଠାରକ୍ସ୍ଟ ଏବଂ ପର୍ବତ ଦେଶ ଶିଳା ସୀମା ମଧିଅରେ ଥିଲା।

ବିଚାରକର୍ତାମାନଙ୍କ ବିବରଣ 8:13
ଏହାପରେ ଯୋୟାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଯୁଦ୍ଧରୁ ଫରେି ଆସିଲେ। ସମାନେେ ହରେସହର ଘାଟିଦଇେ ଯୁଦ୍ଧରୁ ଫରେି ଆସିଲେ।

ପ୍ରଥମ ଶାମୁୟେଲ 9:11
ତା'ପରେ ସମାନେେ ପରମେଶ୍ବରଙ୍କ ଲୋକଙ୍କ ନଗରକକ୍ସ୍ଟ ୟାତ୍ରା ଆରମ୍ଭ କଲେ।

ଦିତୀୟ ଶାମୁୟେଲ 15:30
ଦାଉଦ ଜୈତକ୍ସ୍ଟନ ପର୍ବତ ଉପରକକ୍ସ୍ଟ ଚଢି଼ଲେ ଓ ସେ କାନ୍ଦକ୍ସ୍ଟଥିଲେ, ସେ ତାଙ୍କର ମକ୍ସ୍ଟଣ୍ତକକ୍ସ୍ଟ ଘୋଡାଇ ଦଇେ ଖାଲି ପାଦ ରେ ଗ୍ଭଲକ୍ସ୍ଟଥିଲେ।

ଦିତୀୟ ରାଜାବଳୀ 9:27
ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।

ଦିତୀୟ ବଂଶାବଳୀ 20:16
ଆସନ୍ତାକାଲି, ତୁମ୍ଭମାନେେ ସଠାେକୁ ଓହ୍ଲାଇ ୟାଅ ଓ ସହେି ଲୋକମାନଙ୍କ ସହିତ ୟୁଦ୍ଧ କର। ସମାନେେ ସୀସ୍ ନାମକ ଗିରିପଥ ମଧ୍ଯଦଇେ ଆସିବେ। ତୁମ୍ଭମାନେେ ସମାନଙ୍କେୁ ଯରେୁଯଲେ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶଷେମୁଣ୍ଡ ରେ ପାଇବ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்