Base Word
מְעִיל
Short Definitiona robe (i.e., upper and outer garment)
Long Definitionrobe
Derivationfrom H4603 in the sense of covering
International Phonetic Alphabetmɛ̆ˈʕɪi̯l
IPA modmɛ̆ˈʕiːl
Syllablemĕʿîl
Dictionmeh-EEL
Diction Modmeh-EEL
Usagecloke, coat, mantle, robe
Part of speechn-m

ଯାତ୍ରା ପୁସ୍ତକ 28:4
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।

ଯାତ୍ରା ପୁସ୍ତକ 28:31
ଏଫୋଦ ନିମନ୍ତେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ରେ ଚୋଗା ତିଆରି କର।

ଯାତ୍ରା ପୁସ୍ତକ 28:34
ସହେି ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗ ରେ ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।

ଯାତ୍ରା ପୁସ୍ତକ 29:5
ହାରୋଣକୁ ସହେି ସ୍ବତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଲ ସୂତ୍ର ରେ ବୁଣା ୟାଇଥିବା ଚୋଗା ଏବଂ ଏଫୋଦର ଚୋଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟୀବନ୍ଧନ ତାହାର କଟୀ ରେ ବନ୍ଧ।

ଯାତ୍ରା ପୁସ୍ତକ 39:22
ଏହାପରେ ସମାନେେ ସଂପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ର ରେ ଏଫୋଦର ଚୋଗା କଲେ। ଏହା ଏକ କୁଶଳୀ କର୍ମୀ ଦ୍ବାରା ବୁଣାଗଲା।

ଯାତ୍ରା ପୁସ୍ତକ 39:23
ଚୋଗାର ମଧ୍ଯ ସ୍ଥଳ ରେ ସାଞ୍ଚୁଆର ଗଳଦେଶ ନ୍ଯାଯ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନୟାଏ, ଏଥିପାଇଁ ସହେି ଗଳାର ଚାରିପାଖ ରେ ବୁଣା କର୍ମ ହାଇେଥିଲା।

ଯାତ୍ରା ପୁସ୍ତକ 39:24
ସମାନେେ ଚୋଗାର ଅଞ୍ଚଳର ଚାରି ପାଖ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ସୂତ୍ର ରେ ଡାଳିମ୍ବ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 39:25
ଆଉ ସମାନେେ ଡାଳିମ୍ବ ମଧିଅରେ ନିର୍ମଳ ସୁନା ଦ୍ବାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡେ ଡାଳିମ୍ବର ମଧିଅରେ ରଖିଲେ।

ଯାତ୍ରା ପୁସ୍ତକ 39:26
ଉପାସନା ଚୋଗାର ଧଡି ରେ ସମାନେେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ।

ଲେବୀୟ ପୁସ୍ତକ 8:7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்