Base Word
מַעֲבָר
Short Definitiona crossing-place (of a river, a ford; of a mountain, a pass); abstractly, a transit, i.e., (figuratively) overwhelming
Long Definitionford, pass, passing
Derivationor feminine מַעֲבָרָה; from H5674
International Phonetic Alphabetmɑ.ʕə̆ˈbɔːr
IPA modmɑ.ʕə̆ˈvɑːʁ
Syllablemaʿăbār
Dictionma-uh-BAWR
Diction Modma-uh-VAHR
Usageford, place where...pass, passage
Part of speechn-m
Base Word
מַעֲבָר
Short Definitiona crossing-place (of a river, a ford; of a mountain, a pass); abstractly, a transit, i.e., (figuratively) overwhelming
Long Definitionford, pass, passing
Derivationor feminine מַעֲבָרָה; from H5674
International Phonetic Alphabetmɑ.ʕə̆ˈbɔːr
IPA modmɑ.ʕə̆ˈvɑːʁ
Syllablemaʿăbār
Dictionma-uh-BAWR
Diction Modma-uh-VAHR
Usageford, place where...pass, passage
Part of speechn-m

ଆଦି ପୁସ୍ତକ 32:22
ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।

ଯିହୋଶୂୟ 2:7
ତେଣୁ ସହେି ଲୋକମାନେ ଗକ୍ସ୍ଟଲ୍ଗଚର ପଛ ରେ ଗୋଡ଼ାଇ ଗୋଡ଼ାଇ ୟର୍ଦ୍ଦନ ବାଟରେ ଘାଟ ପର୍ୟ୍ଯନ୍ତ ଧାଇଁଲେ। ପକ୍ସ୍ଟଣି ଗକ୍ସ୍ଟଲ୍ଗଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ୟିବା କ୍ଷଣେ ନଗରବାସୀଗଣ ନଗରଦ୍ବାର ବନ୍ଦ କଲେ

ବିଚାରକର୍ତାମାନଙ୍କ ବିବରଣ 3:28
ଏହୂଦ୍ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ କହିଲେ, ମାେତେ ଅନକ୍ସ୍ଟସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତୃ ମାଯାେବୀଯ ଲୋକମାନଙ୍କୁ, ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିଅଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 12:5
ଗିଲିଯଦର ଲୋକମାନେ ୟର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକକ୍ସ୍ଟ ନିଜ କବଳକକ୍ସ୍ଟ ନଇଗେଲେ। ଯେଉଁଠା ରେ ଲୋକମାନେ ୟର୍ଦ୍ଦନ ପାର ହକ୍ସ୍ଟଅନ୍

ବିଚାରକର୍ତାମାନଙ୍କ ବିବରଣ 12:6
ସମାନେେ ତାଙ୍କୁ 'ଶିଦ୍ଦୋଲେତ୍।' ଶଦ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି। ଇଫ୍ରଯିମର ଲୋକମାନେ ସହେି ଶଦ୍ଦକକ୍ସ୍ଟ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସମାନେେ ଏହାର ଭୂଲ୍ ଉଚ୍ଚାରଣ କଲେ, ସିଦ୍ଦୋଲେତ୍, କାରଣ ସେ ଶଦ୍ଦଟିକକ୍ସ୍ଟ ଠିକ୍ ଭାବରେ ଉଚ୍ଚାରଣ କରିପାରିଲା ନାହିଁ। ସମାନେେ ଏହିପରି ତାଙ୍କୁ କରାଯତ୍ତ କଲେ ଓ ୟର୍ଦ୍ଦନ ନଦୀ କୂଳ ରେ ତାକକ୍ସ୍ଟ ହତ୍ଯା କଲେ। ଏହିପରି ଭାବରେ ସମାନେେ ମାଟେ 42,000 ଲୋକ ଇଫ୍ରଯିମ ରେ ଲୋକଙ୍କକ୍ସ୍ଟ ହତ୍ଯା କରିଥିଲେ।

ପ୍ରଥମ ଶାମୁୟେଲ 13:23
ଏ ସମୟରେ ପଲେଷ୍ଟୀୟ ସୈନ୍ଯଦଳ ମିକ୍ମସ୍ ଘାଟୀକକ୍ସ୍ଟ ଜଗିବାକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 14:4
ଯୋନାଥନ ସିଧା ରାସ୍ତାଦଇେ ପଲେଷ୍ଟୀୟ ଶିବିରକକ୍ସ୍ଟ ୟିବାକକ୍ସ୍ଟ ଯୋଜନା କଲେ ସେ ରାସ୍ତାର ଉଭୟ ପାଶର୍‌ବ ରେ ବଡ ବଡ ପଥରସବୁ ଥିଲା। ଘାଟୀର ଏକ ପାଶର୍‌ବ ରେ ବୋତ୍ ସେସ୍ ନାମକ ଏବଂ ଅନ୍ୟ ପାଶର୍‌ବ ରେ ସନେି ନାମକ ଶିଳାଖଣ୍ତ ଥିଲା।

ଯିଶାଇୟ 10:29
ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।

ଯିଶାଇୟ 16:2
ମାୟୋବର କନ୍ଯାଗଣ ଅର୍ନୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାୟ୍ଯ ପାଇଁ ସମାନେେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପ ରେ, ପକ୍ଷୀ ଛୁଆମାନେ ଏଣତେଣେେ ଧାଇଁଲା ପରି ସମାନେେ ଧାଇଁବେ।

ଯିଶାଇୟ 30:32
ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣା ରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତି ରେ ସେ ଅଶୂରର ପତନ ଘଟାଇବେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்