Base Word
אֶלְיְהוֹעֵינַי
Short DefinitionEljehoenai or Eljoenai, the name of seven Israelites
Long Definitiona Korahite temple doorkeeper, son of Meshelemiah
Derivationor (shortened) אֶלְיוֹעֵינַי; from H0413 and H3068 and H5869; towards Jehovah (are) my eyes
International Phonetic Alphabetʔɛl.jɛ̆.ho.ʕei̯ˈn̪ɑi̯
IPA modʔɛl.jɛ̆.ho̞w.ʕei̯ˈnɑi̯
Syllableʾelyĕhôʿênay
Dictionel-yeh-hoh-ay-NAI
Diction Model-yeh-hoh-ay-NAI
UsageElihoenai, Elionai
Part of speechn-pr-m
Base Word
אֶלְיְהוֹעֵינַי
Short DefinitionEljehoenai or Eljoenai, the name of seven Israelites
Long Definitiona Korahite temple doorkeeper, son of Meshelemiah
Derivationor (shortened) אֶלְיוֹעֵינַי; from H0413 and H3068 and H5869; towards Jehovah (are) my eyes
International Phonetic Alphabetʔɛl.jɛ̆.ho.ʕei̯ˈn̪ɑi̯
IPA modʔɛl.jɛ̆.ho̞w.ʕei̯ˈnɑi̯
Syllableʾelyĕhôʿênay
Dictionel-yeh-hoh-ay-NAI
Diction Model-yeh-hoh-ay-NAI
UsageElihoenai, Elionai
Part of speechn-pr-m

ପ୍ରଥମ ବଂଶାବଳୀ 3:23
ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।

ପ୍ରଥମ ବଂଶାବଳୀ 3:24
ଇଲୀଯୋ-ଐନଯଙ୍କର ସାତ ପୁତ୍ର ଥିଲେ। ସମାନେେ ହେଲେ ହୋଦବିଯ, ଇଲୀଯାଶୀବ, ପ୍ଲାଯ, ଅକ୍ଲବ୍, ୟୋହାନନ୍, ଦଳୀଯ ଓ ଅନାନି।

ପ୍ରଥମ ବଂଶାବଳୀ 4:36
ଯୋଶିୟବିଯଙ୍କ ପୁତ୍ର ଯହେୂ, ସରାଯଙ୍କ ପୁତ୍ର ଅଦୀଯେଲ୍, ଇଲିଯୋ-ଐନଯ, ୟାକୋବା, ୟିଶୋହାୟ,

ପ୍ରଥମ ବଂଶାବଳୀ 7:8
ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।

ପ୍ରଥମ ବଂଶାବଳୀ 26:3
ଏଲମ ପଞ୍ଚମ ପୁତ୍ର ଥିଲେ। ଯିହାହୋନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିଯୋ-ଐନଯ ସପ୍ତମ ପୁତ୍ର ଥିଲେ।

ଏଜ୍ରା 8:4
ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ।

ଏଜ୍ରା 10:22
ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା ସଯେ, ଇଶ୍ମାଯଲେ, ନଥନଲେ, ୟୋଷାବଦ୍ ଓ ଇଲିଯାସା,

ଏଜ୍ରା 10:27
ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିରମୋେତ୍, ୟାବତ୍ ଓ ଅସୀସା।

ନିହିମିୟା 12:41
ଇଲିଯାକୀମ, ମା ସଯେ, ମିନ୍ଯାମୀନ୍, ମୀଖାଯ, ଇଲିଯୋ-ଐନଯ, ଜିଖରିଯ, ହନାନିଯ, ଆଦି ଯାଜକଗଣ ମଧିଅରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்