Base Word
מָנַע
Short Definitionto debar (negatively or positively) from benefit or injury
Long Definitionto withhold, hold back, keep back, refrain, deny, keep restrain, hinder
Derivationa primitive root
International Phonetic Alphabetmɔːˈn̪ɑʕ
IPA modmɑːˈnɑʕ
Syllablemānaʿ
Dictionmaw-NA
Diction Modma-NA
Usagedeny, keep (back), refrain, restrain, withhold
Part of speechv

ଆଦି ପୁସ୍ତକ 30:2
ଯାକୁବ ରାହେଲ ଉପରେ କୋରଧ କଲେ। ସେ କହିଲେ, ମୁଁ ପରମେଶ୍ବର ନୁହେଁ। କବଳେ ପରମେଶ୍ବର ହିଁ ତୁମ୍ଭକୁ ସନ୍ତାନ ଦଇେ ପାରିବେ।

ଗଣନା ପୁସ୍ତକ 22:16
ସମାନେେ ବିଲିଯମ ନିକଟକୁ ୟାଇ କହିଲେ, ସିପ୍ପୋର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନଯ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ।

ଗଣନା ପୁସ୍ତକ 24:11
ଏଣୁ ତୁମ୍ଭେ ଆପଣା ସ୍ଥାନକୁ ୟାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।

ପ୍ରଥମ ଶାମୁୟେଲ 25:26
ହେ ମାରେ ପ୍ରଭକ୍ସ୍ଟ, ସଦାପ୍ରଭୁ ତ ଆପଣଙ୍କକ୍ସ୍ଟ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ୟାଏଁ ତୁମ୍ଭର ଶତୃମାନେ ଯେଉଁମାନେ ତୁମ୍ଭର କ୍ଷତି କରିବାପାଇଁ ଗ୍ଭହାନ୍ତି, ସମାନେେ ନାବଲ୍ ପରି ହକ୍ସ୍ଟଅନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 25:34
ସଦାପ୍ରଭୁ ମାେତେ ତୁମ୍ଭକୁ ଆଘାତ କରିବାରକ୍ସ୍ଟ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଯେ ପର୍ୟ୍ଯନ୍ତ ଅଛନ୍ତି, ଯଦି ତୁମ୍ଭେ ମାେତେ ସାକ୍ଷାତ କରିବା ପାଇଁ ଶିଘ୍ର ଆସି ନଥାନ୍ତ, ପ୍ରତକ୍ସ୍ଟ୍ଯଷ ବଳକେକ୍ସ୍ଟ ନାବଲ ପରିବାର କହେି ଜଣେ ପୁରୁଷ ଜୀବିତ ରହି ନଥାନ୍ତା।

ଦିତୀୟ ଶାମୁୟେଲ 13:13
ଯଦି ତୁମ୍ଭେ ଏହା କର, ମୁ ଲଜ୍ଜାରକ୍ସ୍ଟ କବେେ ମକ୍ସ୍ଟକ୍ତ ହାଇେ ପାରିବି ନାହିଁ। ଏବଂ ଇଶ୍ରାୟେଲ ରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବଚେିତ ହବେ। ଏଣୁ ମୁ ବିନଯ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତକ୍ସ୍ଟମ୍ଭ ପ୍ରତି ମାେତେ ଦବୋ ପାଇଁ ଅସମ୍ମତ ହବେେ ନାହିଁ।

ପ୍ରଥମ ରାଜାବଳୀ 20:7
ତେଣୁ ରାଜା ଆହାବ୍ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, ମୁଁ ବିନଯ କରି କହୁଛି, ବିଗ୍ଭର କର, ବିନ୍ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମାରେ ଭାର୍ୟ୍ଯା, ମାରେ ସନ୍ତାନଗଣ, ମାରେ ସୂନା, ରୂପା ନବୋକୁ ଲୋକ ପଠାଇଲା ଓ ସେ ସବୁ ଦବୋକୁ ମୁଁ ସମ୍ମତ ହଲିେ। ମାତ୍ର ସେ ବର୍ତ୍ତମାନ ସବୁକିଛି ନବୋକୁ ଗ୍ଭହୁଁଛି।

ନିହିମିୟା 9:20
ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ପାଇଁ ଆପଣାର ମଙ୍ଗଳମଯ ଆତ୍ମା ପ୍ରଦାନ କଲ। ତୁମ୍ଭେ ସମାନଙ୍କେଠାରୁ ତୁମ୍ଭର ମାନ୍ନା ଛଡାଇ ନଲେ ନାହିଁ। ସମାନଙ୍କେର ତୃଷ୍ନା ନିବାରଣାର୍ଥେ ସମାନଙ୍କେୁ ଜଳ ଦଲେ।

ଆୟୁବ ପୁସ୍ତକ 20:13
ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ଯାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖ ରେ ଏହା ଥାଏ।

ଆୟୁବ ପୁସ୍ତକ 22:7
ହାଇପୋ ରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦଇନୋହଁ।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்