Base Word
מָנוֹס
Short Definitiona retreat (literally or figuratively); abstractly, a fleeing
Long Definitionflight, refuge, place of escape
Derivationfrom H5127
International Phonetic Alphabetmɔːˈn̪os
IPA modmɑːˈno̞ws
Syllablemānôs
Dictionmaw-NOSE
Diction Modma-NOSE
Usage× apace, escape, way to flee, flight, refuge
Part of speechn-m

ଦିତୀୟ ଶାମୁୟେଲ 22:3
ସେ ମାରେ ପରମେଶ୍ବର, ଶୈଳସ୍ବରୂପ, ମୁ ତାଙ୍କ ପାଖକକ୍ସ୍ଟ ଆଶ୍ରଯ ପାଇଁ ଦୌଡିବି, ପରମେଶ୍ବର ମାରେ ଢାଲ, ତାଙ୍କର ଶକ୍ତି ମାେତେ ରକ୍ଷା କରିବ। ସଦାପ୍ରଭୁ ହେଉଛନ୍ତି ମାରେଆଶ୍ରଯ ସ୍ଥାନ, ମାରେନିରାପଦ ସ୍ଥାନ, ଉଚ୍ଚ ଦକ୍ସ୍ଟର୍ଗ, ସେ ମାେତେ ଦକ୍ସ୍ଟଷ୍ଟମାନଙ୍କର ଦୌରାତ୍ମରକ୍ସ୍ଟ ରକ୍ଷା କରନ୍ତି।

ଆୟୁବ ପୁସ୍ତକ 11:20
ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।

ଗୀତସଂହିତା 59:16
କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି। ତୁମ୍ଭ ପ୍ରମରେେ ମୁଁ ଆନନ୍ଦିତ ହବେି। କାହିଁକି ? କାରଣ ତୁମ୍ଭେ ମାରେ ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ। ମୁଁ ତୁମ୍ଭ ପାଖକୁ ବିପଦ ସମଯରେ ୟାଏଁ।

ଗୀତସଂହିତା 142:4
ମାରେ ଚତୁଃପାଶର୍‌ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।

ଯିରିମିୟ 16:19
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦ ରେ ମାରେ ଆଶ୍ରଯ ସ୍ବରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀଯମାନେ ତୁମ୍ଭ ନିକଟକୁ ଆସି କହିବେ, ଆମ୍ଭମାନଙ୍କର ପୂର୍ବପୁରୁଷମାନେ କବଳେ ମିଥ୍ଯା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।

ଯିରିମିୟ 25:35
ପୁଣି ମଷେପାଳକଗଣ ପଳାଯନ କରି ଲୁଚି ପାରିବେ ନାହିଁ। ସମାନଙ୍କେର ଅଧିପତିଗଣ ରକ୍ଷା ପାଇବେ ନାହିଁ।

ଯିରିମିୟ 46:5
ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।

ଆମୋଷ 2:14
କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்