Base Word
מֶכֶס
Short Definitionan assessment (as based upon a census)
Long Definitioncomputation, proportion to be paid, tribute, tax
Derivationprobably from an unused root meaning to enumerate
International Phonetic Alphabetmɛˈkɛs
IPA modmɛˈχɛs
Syllablemekes
Dictionmeh-KES
Diction Modmeh-HES
Usagetribute
Part of speechn-m

ଗଣନା ପୁସ୍ତକ 31:28
ପୁଣି ୟୁଦ୍ଧକୁ ୟାଇଥିବା ୟୋଦ୍ଦାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସମାନଙ୍କେର ଲଭ୍ଯ ଅର୍ଦ୍ଧାଂଶରୁ ମନୁଷ୍ଯ, ଗୋରୁ, ଗର୍ଦ୍ଦଭ, ଓ ମଷେମାନଙ୍କ ମଧ୍ଯରୁ ପ୍ରତି ପାଞ୍ଚଶହ ରେ ଗୋଟିଏ ଲଖାଏଁେ ଜୀବ ସଂଗ୍ରହ କର।

ଗଣନା ପୁସ୍ତକ 31:37
ସହେି ମଷେ ମଧ୍ଯରୁ ସମାନେେ 675 ସଦାପ୍ରଭୁଙ୍କୁ ମଷେ କର ସ୍ବରୂପ ଦେଲେ।

ଗଣନା ପୁସ୍ତକ 31:38
ଆଉ ସମାନଙ୍କେର 36,000 ଗୋରୁ ମଧ୍ଯରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା।

ଗଣନା ପୁସ୍ତକ 31:39
ସମାନଙ୍କେର 30,500 ଗଧ ମଧ୍ଯରୁ ସଦାପ୍ରଭୁଙ୍କର ସେଥି ରେ ଏକଷଠି ଗଧ କର ସ୍ବରୂପ ଥିଲା।

ଗଣନା ପୁସ୍ତକ 31:40
ପୁଣି ସମାନଙ୍କେର 16,000 ସ୍ତ୍ରୀ ଲୋକ ମଧ୍ଯରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା।

ଗଣନା ପୁସ୍ତକ 31:41
ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ଏହିସବୁ ଯାଜକ ଇଲିଯାସକୁ ଉପହାର ସ୍ବରୂପ ଦେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்