Base Word
מָכוֹן
Short Definitionproperly, a fixture, i.e., a basis; generally a place, especially as an abode
Long Definitionfixed or established place, foundation
Derivationfrom H3559
International Phonetic Alphabetmɔːˈkon̪
IPA modmɑːˈχo̞wn
Syllablemākôn
Dictionmaw-KONE
Diction Modma-HONE
Usagefoundation, habitation, (settled) (dwelling-)place
Part of speechn-m

ଯାତ୍ରା ପୁସ୍ତକ 15:17
ତୁମ୍ଭେ ସମାନଙ୍କେୁ ଆଣ ଓ ସମାନଙ୍କେୁ ନିଜ ପର୍ବତ ରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି।

ପ୍ରଥମ ରାଜାବଳୀ 8:13
ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ ମୁଁ ଏକ ଆଶ୍ଚର୍ୟ୍ଯଜନକ ମନ୍ଦିର ନିର୍ମାଣ କରିଅଛି।

ପ୍ରଥମ ରାଜାବଳୀ 8:39
ତୁମ୍ଭେ ଆପଣାର ବାସସ୍ଥାନ ସ୍ବର୍ଗ ରେ ଥାଇ ସମାନଙ୍କେର ପାର୍ଥନା ଶୁଣ ଓ ସମାନଙ୍କେୁ କ୍ଷମା କର ଏବଂ ସାହାୟ୍ଯ କର। କବଳେ ତୁମ୍ଭେ ଜାଣ ଲୋକମାନେ କଣ ଚିନ୍ତା କରୁଛନ୍ତି। ତେଣୁ ସଇେ ଅନୁସାରେ ପ୍ରେତ୍ୟକକ ବ୍ଯକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭର ରେ ସାଧୁତା ଦଖାେଅ।

ପ୍ରଥମ ରାଜାବଳୀ 8:43
ତୁମ୍ଭେ ତୁମ୍ଭର ନିବାସଭୂମି ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ; ସହେି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସମାନଙ୍କେୁ ଫଳ ଦିଅ; ତାହାହେଲେ ସମାନେେ ଇଶ୍ରାୟେଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ଯ ସବୁ ସ୍ଥାନ ରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ଯ ରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ।

ପ୍ରଥମ ରାଜାବଳୀ 8:49
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଓ ବିନତି ଶୁଣ ଓ ସମାନଙ୍କେୁ ସମର୍ଥନ କର।

ଦିତୀୟ ବଂଶାବଳୀ 6:2
ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।

ଦିତୀୟ ବଂଶାବଳୀ 6:30
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।

ଦିତୀୟ ବଂଶାବଳୀ 6:33
ତବେେ ତୁମ୍ଭେ ଯେଉଁ ସ୍ବର୍ଗ ରେ ବାସ କର, ସଠାରୁେ ଥାଉ, ସହେି ବିଦେଶୀ ବ୍ଯକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନା ରେ ଉତ୍ତର ଦିଅ। ତବେେ ତୁମ୍ଭର ଲୋକ ଇଶ୍ରାୟେଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସହେିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମ ରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।

ଦିତୀୟ ବଂଶାବଳୀ 6:39
ଯେତବେେଳେ ଏହା ଘଟିବ, ସ୍ବର୍ଗ ରେ ଥାଇ ତୁମ୍ଭେ ତାହା ଶୁଣିବ, ସମାନେେ ସାହାୟ୍ଯ ନିମନ୍ତେ ଅନୁରୋଧ କଲେ, ସମାନଙ୍କେର ପ୍ରାର୍ଥନା ଗ୍ରହଣ କର। ଆଉ ସମାନଙ୍କେୁ ସାହାୟ୍ଯ କର। ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର।

ଏଜ୍ରା 2:68
ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்