Base Word
מַטָּה
Short Definitiondownward, below or beneath; often adverbially with or without prefixes
Long Definitiondownwards, below
Derivationfrom H5786 with directive enclitic appended
International Phonetic Alphabetmɑt̪̚ˈt̪’ɔː
IPA modmɑˈtɑː
Syllablemaṭṭâ
Dictionmaht-TAW
Diction Modma-TA
Usagebeneath, down(-ward), less, very low, under(-neath)
Part of speechadv

ଯାତ୍ରା ପୁସ୍ତକ 26:24
ତହିଁ ତଳେ ୟୋଡ ହବେ ଓ ସହେିପରି ତହିଁ ମୁଣ୍ଡ ରେ ପ୍ରଥମ କଡା ନିକଟରେ ୟୋଡ ହବେ, ଏହିପରି ଦୁଇଥର ହବେ। ତାହା ସବୁ ଦୁଇ କଣ ନିମନ୍ତେ ହବେ।

ଯାତ୍ରା ପୁସ୍ତକ 27:5
ୟଜ୍ଞବଦେୀର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ୟଜ୍ଞବଦେୀର ମଧ୍ଯଭାଗ ପର୍ୟ୍ଯନ୍ତ ପାଇବା ଉଚିତ୍।

ଯାତ୍ରା ପୁସ୍ତକ 28:27
ଆହୁରି ଦୁଇଟୀ ସ୍ବର୍ଣ୍ଣ କଡା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗ ରେ ୟୋଡ ସ୍ଥାନ ରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।

ଯାତ୍ରା ପୁସ୍ତକ 36:29
ଏହି ପଟାଗୁଡିକର ତଳେ ଏକତ୍ର କରି ୟୋଡା ଗଲା। ଏବଂ ଉପରେ ଏକ କଡା ଦ୍ବାରା ୟୋଡ ରହିଲା। ଏହିପରି ଭାବରେ ସହେି କୋଣ ପଟା ଦ୍ବଯ ଏକତ୍ର ହାଇେ ରହିଲା। ସମାନେେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ।

ଯାତ୍ରା ପୁସ୍ତକ 38:4
ଏହାପରେ ସେ ୟଜ୍ଞବଦେୀ ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ୟଜ୍ଞବଦେୀର ଧାର ରେ ବାନ୍ଧିଲେ। ଯାହାକି ୟଜ୍ଞବଦେୀର ମଝି ପର୍ୟ୍ଯନ୍ତ ଆସିଲା।

ଯାତ୍ରା ପୁସ୍ତକ 39:20
ସମାନେେ ଆଉ ଦୁଇ ସ୍ବର୍ଣ୍ଣକଡା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟୀବନ୍ଧନ ଉପରେ ତାହା ଲଗାଇଲେ।

ଦିତୀୟ ବିବରଣ 28:13
ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥି ରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗକ୍ସ୍ଟଳ କରିବେ ନାହିଁ। ଏହିପରି ସବୁ ହବେ, ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିଯମ ମାନି ଚଳିବ। ଯାହା ଆଜି ମୁ ତୁମ୍ଭମାନଙ୍କୁ କହକ୍ସ୍ଟଅଛ।

ଦିତୀୟ ବିବରଣ 28:43
ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନେ ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ଶକ୍ତିଶାଳୀ ହବେେ। ତୁମ୍ଭମାନେେ ଯେଉଁ ଶକ୍ତିର ଅଧିକାରୀ ହାଇେଥିବ, ତାହା ଲୋପ ପାଇବ।

ଦିତୀୟ ବିବରଣ 28:43
ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନେ ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ଶକ୍ତିଶାଳୀ ହବେେ। ତୁମ୍ଭମାନେେ ଯେଉଁ ଶକ୍ତିର ଅଧିକାରୀ ହାଇେଥିବ, ତାହା ଲୋପ ପାଇବ।

ଦିତୀୟ ରାଜାବଳୀ 19:30
ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସମାନଙ୍କେର ପରିବାର ରେ କହେି ଗୁଣା ରେ ବଢିପାଇବେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்