Base Word
מַחְלוֹן
Short DefinitionMachlon, an Israelite
Long Definitionson of Elimelech by Naomi and first husband of Ruth
Derivationfrom H2470; sick
International Phonetic Alphabetmɑħˈlon̪
IPA modmɑχˈlo̞wn
Syllablemaḥlôn
Dictionma-LONE
Diction Modmahk-LONE
UsageMahlon
Part of speechn-pr-m

ରୂତର ବିବରଣ 1:2
ସହେି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। ସମାନେେ ଥିଲେ, ୟିହକ୍ସ୍ଟଦାର ବୈଥ୍ଲହମରେକ୍ସ୍ଟ ଏଫ୍ରାଥୀଯ ଲୋକ। ସମାନେେ ମାୟୋବର ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ସଠାେରେ ବସବାସ କଲେ।

ରୂତର ବିବରଣ 1:5
ମହଲୋନ ଏବଂ କିଲିୟୋନ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ। ତେଣୁ ନୟମୀ ସ୍ବାମୀହୀନ ଓ ପକ୍ସ୍ଟତ୍ରହୀନ ହାଇେ ରହିଲା।

ରୂତର ବିବରଣ 4:9
ଏହାପରେ ବୋୟଜ, ପ୍ରାଚୀନବର୍ଗ ଓ ସଠାେରେ ଥିବା ସମସ୍ତ ଲୋକଙ୍କକ୍ସ୍ଟ କହିଲା, ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁ ଆଜି ନୟମୀଠାରକ୍ସ୍ଟ ସମସ୍ତ କିଣକ୍ସ୍ଟଅଛି। ଯାହା କି ଥିଲା ସବୁ ଏଲିମଲକେ, କିଲିୟୋନ ଏବଂ ମହଲୋନ୍ର ଥିଲା।

ରୂତର ବିବରଣ 4:10
ମୁ ମଧ୍ଯ ମାୟୋବ ଦେଶୀଯ ମୃତ ମହଲୋନର ବିଧବା ସ୍ତ୍ରୀ ଋତକକ୍ସ୍ଟ ମାରେ ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳ ରେ ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର ରେ ରହିବ। ଏହି ପ୍ରକାର ରେ ମୃତ ଲୋକର ନାମ ପୁରାପୁରି ଭୂଲି ହବେନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்