Base Word
מְחֹלָה
Short Definitiona dance
Long Definitiondancing, dance
Derivationfeminine of H4234
International Phonetic Alphabetmɛ̆.ħoˈlɔː
IPA modmɛ̆.χo̞wˈlɑː
Syllablemĕḥōlâ
Dictionmeh-hoh-LAW
Diction Modmeh-hoh-LA
Usagecompany, dances(-cing)
Part of speechn-f

ଯାତ୍ରା ପୁସ୍ତକ 15:20
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

ଯାତ୍ରା ପୁସ୍ତକ 32:19
ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।

ବିଚାରକର୍ତାମାନଙ୍କ ବିବରଣ 11:34
ୟିଲ୍ଗହ ମିସ୍ପୀକକ୍ସ୍ଟ ଗଲେ, ସେ ତାଙ୍କ ଘ ରେ ପହଞ୍ଚିବା ମାତ୍ ରେ ତାଙ୍କର ଝିଅ ତାଙ୍କୁ ଦେଖିବାକକ୍ସ୍ଟ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରାଦଇେ ନାଚି ନାଚି କରି ଆସିଥିଲା। ସେ ଥିଲା ୟିଲ୍ଗହଙ୍କର ଏକମାତ୍ର ଅଲିଅଳି କନ୍ଯା। ଯାହାଙ୍କକ୍ସ୍ଟ ସେ ଅତ୍ଯନ୍ତ ଭଲ ପାଉଥିଲେ। ୟିଲ୍ଗହଙ୍କର ଏହି ଝିଅ ବ୍ଯତୀତ ଆଉ କୌଣସି ପକ୍ସ୍ଟଅଝିଅ ନ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 21:21
ଆଉ ଯବେେ ବେଳେ ଶୀଲୋର କନ୍ଯାମାନେ ଭୋଜି ମଧିଅରେ ନିଚିବା ପାଇଁ ବାହାର ହାଇେ ଆସିବେ ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ବାହାରି ପ୍ରେତ୍ୟକକ ନିଜ ନିଜ ପାଇଁ ଶୀଲୋ କନ୍ଯାଗଣ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ଜଣଙ୍କକ୍ସ୍ଟ ଧରି ବିନ୍ଯାମୀନ ଦେଶକକ୍ସ୍ଟ ଗ୍ଭଲିୟାଅ।

ପ୍ରଥମ ଶାମୁୟେଲ 18:6
ଏପରି ହେଲା ଯେ, ଯେତବେେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫରେିଲେ। ଇଶ୍ରାୟେଲର ସମସ୍ତ ନଗରର ସ୍ତ୍ରୀ ଲୋକମାନେ ରାଜା ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତକ୍ସ୍ଟମ୍ଭକ୍ସ୍ଟ୍ବରା ବଜାଇ ଆନନ୍ଦ ରେ ନାଚିଲେ ଓ ଗାଇଲେ।

ପ୍ରଥମ ଶାମୁୟେଲ 21:11
ସହେିଦିନ ଦାଉଦ ଶାଉଲଙ୍କଠାରକ୍ସ୍ଟ ପଳାଯନ କଲେ। ଦାଉଦ ଗାଥର ରାଜା ଆଖୀଶଙ୍କ ନିକଟକକ୍ସ୍ଟ ପଳାଇଲେ।

ପ୍ରଥମ ଶାମୁୟେଲ 29:5
ଦାଉଦ ହେଉଛନ୍ତି ସହେି ଲୋକ ଯାହା ପାଇଁ ଇଶ୍ରାୟେଲୀୟ ଲୋକମାନେ ତାଙ୍କ ସମ୍ବନ୍ଧ ରେ ଗୀତୀଟିଏ ବୋଲନ୍ତି, ତାହା ହେଲା,

ପରମଗୀତ 6:13
ହେ ଶୂଲମିଯରେ ନାରୀ, ଫରେିଆସ, ଫରେିଆସ ଆମ୍ଭମାନେେ ତୁମ୍ଭକୁ ଦେଖିବା ପାଇଁ ଚାହୁଁଛୁ। ଯେତବେେଳେ ସେ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍ଭମାନେେ ଶୂଲମିଯାଯ ନାରୀକୁ କାହିଁକି ଅନାଇବ ?

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்