Base Word
מִזְרָח
Short Definitionsunrise, i.e., the east
Long Definitionplace of sunrise, east
Derivationfrom H2224
International Phonetic Alphabetmɪd͡zˈrɔːħ
IPA modmizˈʁɑːχ
Syllablemizrāḥ
Dictionmidz-RAW
Diction Modmeez-RAHK
Usageeast(-ward) (side), (sun-)rising (of the sun)
Part of speechn-m

ଯାତ୍ରା ପୁସ୍ତକ 27:13
ପୂର୍ବ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ପଚାଶ ହାତ ହବେ।

ଯାତ୍ରା ପୁସ୍ତକ 38:13
ପୂର୍ବ ଦିଗ ରେ ପୂର୍ବ ପାଶର୍‌ବ ନିମନ୍ତେ ପଚାଶ ହାତଥିଲା।

ଗଣନା ପୁସ୍ତକ 2:3
ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।

ଗଣନା ପୁସ୍ତକ 3:38
ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।

ଗଣନା ପୁସ୍ତକ 21:11
ତାହାପରେ ଓବୋତରୁ ୟାତ୍ରା କରି ପୂର୍ବ ଦିଗ ରେ ମାୟୋବର ପୂର୍ବଦିଗସ୍ଥିତ ମରୁଭୂମିରେ ଇଯୀ ଅବାରୀମ ରେ ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 32:19
ଆଉ ଆମ୍ଭମାନେେ ୟର୍ଦ୍ଦନର ଆର ପରି ରେ ଓ ତହିଁ ଆଗ ରେ ସମାନଙ୍କେ ସହିତ ଅଧିକାର ନବେୁ ନାହିଁ। କାରଣ ୟର୍ଦ୍ଧନ ଏହି ପାଶର୍‌ବ ରେ ଆମ୍ଭମାନଙ୍କ ଅଧିକାର ରହିଅଛି।

ଗଣନା ପୁସ୍ତକ 34:15
ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ୟରୀହୋ ପୂର୍ବଦିଗ ରେ ୟର୍ଦ୍ଦନର ଆରପାରି ରେ ସମାନଙ୍କେର ଅଧିକାର ପାଇଅଛନ୍ତି।

ଦିତୀୟ ବିବରଣ 3:17
ତାହାର ପଶ୍ଚମ ସୀମା ପର୍ୟ୍ଯନ୍ତ ୟର୍ଦ୍ଦନ ନଦୀ ମରକ୍ସ୍ଟଭୂମି ଥିଲା। ଉତ୍ତର ରେ କିନ୍ନରତେ ସମକ୍ସ୍ଟଦ୍ରଠାରକ୍ସ୍ଟ ଲବଣ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଦକ୍ଷିଣ ରେ ପିସ୍ଗାର ଗଡାଣିଠାରକ୍ସ୍ଟ ପୂର୍ବ ପର୍ୟ୍ଯନ୍ତ।

ଦିତୀୟ ବିବରଣ 3:27
ପିସ୍ଗାର ଶୃଙ୍ଗକକ୍ସ୍ଟ ଚଢିୟାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡେ ତକ୍ସ୍ଟମ୍ଭ ନିଜ ଆଖି ରେ ସହେି ଦେଶକକ୍ସ୍ଟ ଦେଖ, କାରଣ ତୁମ୍ଭେ କବେେ ୟର୍ଦ୍ଦନ ନଦୀ ପାର ହବେ ନାହିଁ।

ଦିତୀୟ ବିବରଣ 4:41
ଏହାପରେ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ତିନୋଟି ନଗର ସଂରକ୍ଷଣ କଲେ।

Occurences : 74

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்