Base Word
מְזַמְּרָה
Short Definitiona tweezer (only in the plural)
Long Definitionsnuffers (temple utensil)
Derivationfrom H2168
International Phonetic Alphabetmɛ̆.d͡zɑmːɛ̆ˈrɔː
IPA modmɛ̆.zɑ.mɛ̆ˈʁɑː
Syllablemĕzammĕrâ
Dictionmeh-dzahm-meh-RAW
Diction Modmeh-za-meh-RA
Usagesnuffers
Part of speechn-f

ପ୍ରଥମ ରାଜାବଳୀ 7:50
ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

ଦିତୀୟ ରାଜାବଳୀ 12:13
ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରା ରେ ଗୃହ ନିମନ୍ତେ ରୋପ୍ଯ ପାତ୍ର, କତୁରିକୁଣ୍ତ, ତୂରୀ କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୋପ୍ଯପାତ୍ର ନିର୍ମାଣ କଲେ ନାହିଁ।

ଦିତୀୟ ରାଜାବଳୀ 25:14
ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।

ଦିତୀୟ ବଂଶାବଳୀ 4:22
ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।

ଯିରିମିୟ 52:18
ଆଉ ମଧ୍ଯ ସମାନେେ ରନ୍ଧାପାତ୍ର, ବେଲ୍ଚା, କଇଁଚି, ବସେିନ୍, କରଇେ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିର ରେ ଉପାସନା ପାଇଁ ବ୍ଯବହାର ହୁଏ, ତାହା ନଇଗେଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்