Base Word
מוֹלֶדֶת
Short Definitionnativity (plural birth-place); by implication, lineage, native country; also offspring, family
Long Definitionkindred, birth, offspring, relatives
Derivationfrom H3205
International Phonetic Alphabetmo.lɛˈd̪ɛt̪
IPA modmo̞w.lɛˈdɛt
Syllablemôledet
Dictionmoh-leh-DET
Diction Modmoh-leh-DET
Usagebegotten, born, issue, kindred, native(-ity)
Part of speechn-f

ଆଦି ପୁସ୍ତକ 11:28
ହାରୋଣ ଆପଣା ପିତା ତରହରେ ସାକ୍ଷା ସାକ୍ଷାତ ରେ କଲଦୀଯମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶ ରେ ମଲା।

ଆଦି ପୁସ୍ତକ 12:1
ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ଯାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦଖାଇବେି ସହେି ଦେଶକୁ ୟାଅ।

ଆଦି ପୁସ୍ତକ 24:4
ମାରେ ଜନ୍ମସ୍ଥାନକୁ ୟାଅ ଇସ୍ହାକ ପାଇଁ ଏକ ପତ୍ନୀ ଧରି ଆସ।

ଆଦି ପୁସ୍ତକ 24:7
ସଦାପ୍ରଭୁ ସ୍ବର୍ଗର ପରମେଶ୍ବର ମାେତେ ମାରେ ଜନ୍ମ ସ୍ଥାନରୁ ମାେ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସହେି ସ୍ଥାନ ମାରେପରିବାରମାନଙ୍କ ପାଇଁ ମାରେ ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହିଭୂମି ମାରେ ପରିବାର ପାଇଁ ହବେ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମାରେ ପୁଅ ପାଇଁ ଏକ ସ୍ତ୍ରୀ ଖାଜେି ଆଣିବା ନିମନ୍ତେ।

ଆଦି ପୁସ୍ତକ 31:3
ସଦାପ୍ରଭୁ ଯାକୁବକୁ କହିଲେ, ତୁମ୍ଭେ ଆପଣା ନିଜ ଦେଶର ପୂର୍ବପୁରୁଷମାନଙ୍କ ନିକଟକୁ ଫରେିୟାଅ। ମୁଁ ତୁମ୍ଭ ସହିତ ରହିବି।

ଆଦି ପୁସ୍ତକ 31:13
ମୁଁ ବେଥଲରେ ସହେି ପରମେଶ୍ବର। ଯେଉଁଠା ରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମାେ ପାଖ ରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏବଂ ଏହି ଭୂମି ପରିତ୍ଯାଗ କର ଏବଂ ତୁମ୍ଭର ଗୃହକୁ ୟାଅ।'

ଆଦି ପୁସ୍ତକ 32:9
ସେତବେେଳେ ଯାକୁବ କହିଲା, ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।

ଆଦି ପୁସ୍ତକ 43:7
ଭାଇମାନେ ଉତ୍ତର ଦେଲେ, ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। ସେ ଆମ୍ଭ ବିଷଯ ରେ ଓ ଆମ୍ଭ ପରିବାର ବଷଯ ରେ ସବୁ ଜାଣିବାକୁ ଚାହିଁଲା। ସେ ଆମ୍ଭମାନଙ୍କୁ ପଚାରିଲା, 'ତୁମ୍ଭର ପିତା କ'ଣ ଏବବେି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହ ରେ ଅଛି କି?' ଆମ୍ଭେ ଜାଣି ନଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।

ଆଦି ପୁସ୍ତକ 48:6
ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନବେେ। ସମାନେେ ତୁମ୍ଭର ହବେେଏବଂ ତାଙ୍କର ଭାଇମାନଙ୍କ ସହିତ ସମାନେେ ସମ୍ପତ୍ତି ପାଇବେ।

ଲେବୀୟ ପୁସ୍ତକ 18:9
ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ଯା ବା ମାତୃକନ୍ଯା, ସେ ଗୃହ ରେ ଜନ୍ମ ହାଇେଥାଉ କିମ୍ବା ଅନ୍ୟତ୍ର ଜନ୍ମ ହାଇେଥାଉ, ତା' ସହିତ ମଧ୍ଯ ଦୈହିକ ସଂପର୍କ ରଖିବ ନାହିଁ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்