Base Word
מוֹט
Short Definitionto waver; by implication, to slip, shake, fall
Long Definitionto totter, shake, slip
Derivationa primitive root
International Phonetic Alphabetmot̪’
IPA modmo̞wt
Syllablemôṭ
Dictionmote
Diction Modmote
Usagebe carried, cast, be out of course, be fallen in decay, × exceedingly, fall(-ing down), be (re-)moved, be ready, shake, slide, slip
Part of speechv

ଲେବୀୟ ପୁସ୍ତକ 25:35
ଆଉ ଯବେେ ତୁମ୍ଭର ଭାଇ ଦରିଦ୍ର ହାଇୟୋଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତବେେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।

ଦିତୀୟ ବିବରଣ 32:35
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ପ୍ରଥମ ବଂଶାବଳୀ 16:30
ତାଙ୍କ ସମ୍ମୁଖ ରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।

ଆୟୁବ ପୁସ୍ତକ 41:23
ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ।

ଗୀତସଂହିତା 10:6
ସହେି ଲୋକମାନେ ଭାବନ୍ତି ୟେ ସମାନଙ୍କେ ଉପରେ କବେେ ବିପଦ ଆସିବ ନାହିଁ। ସମାନେେ କହନ୍ତି, ଆମ୍ଭର ସବୁବେଳେ ଭଲ ହବେ ଏବଂ କବେେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।

ଗୀତସଂହିତା 13:4
ହେ ଇଶ୍ରାୟେଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖ।

ଗୀତସଂହିତା 15:5
ୟଦି ଜଣେ ବ୍ଯକ୍ତି କିଛି ଧନ କରଜ ଦିଏ ଓ ସେ ସହେି ଜନଠାରୁ କୌଣସି ସୁଧ ଆଦାଯ କରେ ନାହିଁ କିଅବା ସହେି ବ୍ଯକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ଯକ୍ତି କରେ, ତବେେ ସହେି ଧାର୍ମିକ ସର୍ବଦା ପରମେଶ୍ବରଙ୍କ ନିକଟରେ ଅବସ୍ଥାନ କରିବ।

ଗୀତସଂହିତା 16:8
ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମାରେ ସମ୍ମୁଖରେ ରଖିଅଛି। ମୁଁ କବେେ ହେଲେ ତାଙ୍କର ଉପୟୁକ୍ତ ମାର୍ଗରୁ ବଞ୍ଚିତ ହବେି ନାହିଁ।

ଗୀତସଂହିତା 17:5
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।

ଗୀତସଂହିତା 21:7
ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ସର୍ବୋପରିସ୍ଥ ପରମେଶ୍ବରଙ୍କ ସ୍ନହପେୂର୍ଣ୍ଣ କରୁଣା କବେେ ହେଲେ ତା'କୁ ପଡ଼ିବା ପାଇଁ ଦବେେ ନାହିଁ।

Occurences : 38

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்