Base Word
מָהַר
Short Definitionproperly, to be liquid or flow easily, i.e., (by implication); to hurry (in a good or a bad sense); often used (with another verb) adverbially, promptly
Long Definition(Qal) to hasten
Derivationa primitive root
International Phonetic Alphabetmɔːˈhɑr
IPA modmɑːˈhɑʁ
Syllablemāhar
Dictionmaw-HAHR
Diction Modma-HAHR
Usagebe carried headlong, fearful, (cause to make, in, make) haste(-n, -ily), (be) hasty, (fetch, make ready) × quickly, rash, × shortly, (be so) × soon, make speed, × speedily, × straightway, × suddenly, swift
Part of speechv
Base Word
מָהַר
Short Definitionproperly, to be liquid or flow easily, i.e., (by implication)
Long Definition(Qal) to hasten
Derivationa primitive root
International Phonetic Alphabetmɔːˈhɑr
IPA modmɑːˈhɑʁ
Syllablemāhar
Dictionmaw-HAHR
Diction Modma-HAHR
Usagebe carried headlong, fearful, (cause to make, in, make) haste(-n, -ily), (be) hasty, (fetch, make ready) × quickly, rash, × shortly, (be so) × soon, make speed, × speedily, × straightway, × suddenly, swift
Part of speechv

ଆଦି ପୁସ୍ତକ 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

ଆଦି ପୁସ୍ତକ 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

ଆଦି ପୁସ୍ତକ 18:7
ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।

ଆଦି ପୁସ୍ତକ 19:22
କିନ୍ତୁ ଶିଘ୍ର ସଠାେକୁ ଦୌଡ଼ିୟାଅ। କାରଣ ଯେ ପର୍ୟ୍ଯନ୍ତ ତୁମ୍ଭମାନେେ ନିରାପଦ ରେ ନ ପହଁଞ୍ଚିଛ, ମୁଁ ସଦୋମକୁ ଧ୍ବଂସ କରିପାରିବି ନାହିଁ। ସହେି ସହରର ନାମ ଥିଲା ସୋଯର କାରଣ ଏହା ଅତି କ୍ଷୁଦ୍ର ଥିଲା।

ଆଦି ପୁସ୍ତକ 24:18
ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।

ଆଦି ପୁସ୍ତକ 24:20
ଏହାପରେ ରିବିକା କୂଅରୁ ପାଣିକାଢ଼ି କୁଣ୍ଡ ରେ ଢ଼ାଳିଲେ ଓ ପୁନ୍ନରାଯ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।

ଆଦି ପୁସ୍ତକ 24:46
ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମାେ ହାତ ରେ ପାଣି ଢ଼ାଳିଲା। ଏହାପରେ ସେ କହିଲା, 'ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।' ତେଣୁ ମୁଣ ଜଳପାନ କଲି ଏବଂ ସେ ମଧ୍ଯ ମାରେ ଓଟମାନଙ୍କୁ ଜଳପାନ କରାଇଲା।

ଆଦି ପୁସ୍ତକ 27:20
କିନ୍ତୁ ଇସ୍ହାକ ତାଙ୍କ ପୁତ୍ରଙ୍କୁ କହିଲେ, ତୁମ୍ଭେ ଏତେ ଶିଘ୍ର ଶିକାରରୁ କିପରି ଫରେିଲ?

ଆଦି ପୁସ୍ତକ 41:32
ଫାରୋ, ତୁମ୍ଭେ ଏକା ପ୍ରକାର ଦୁଇଟି ସ୍ବପ୍ନ ଦେଖିବାର କାରଣ କ'ଣ ଜାଣ? ପରମେଶ୍ବର ଦଖାଇବୋକୁ ଚାହାଁନ୍ତି ଯେ, ତାହା ଖୁବ୍ ଶିଘ୍ର ଘଟିବାକୁ ଯାଉଛି।

ଆଦି ପୁସ୍ତକ 43:30
ତା'ପରେ ଯୋଷଫେ ଆଉ ଅଧିକ ସମୟ ନିଜର ଦୟା ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶିଘ୍ର ସମାନଙ୍କେ ପାଖରୁ ଆଉ ଗୋଟିଏ କଠାେରୀକୁ ଗଲେ ଏବଂ କାନ୍ଦିଲେ।

Occurences : 64

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்