Base Word
אֵל
Short Definitionthese or those
Long Definitionthese, those
Derivationa demonstrative particle (but only in a plural sense)
International Phonetic Alphabetʔel
IPA modʔel
Syllableʾēl
Dictionale
Diction Modale
Usagethese, those
Part of speechd

ଆଦି ପୁସ୍ତକ 19:8
ଦେଖ, ମାରଦେୁଇଟି କୁମାରୀ କନ୍ଯା ଅଛନ୍ତି। ମୁଁ ସମାନଙ୍କେୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭମାନେେ ଯାହା ଇଛା ସମାନଙ୍କେୁ ପ୍ରତି କର। କିନ୍ତୁ ସହେି ଲୋକମାନଙ୍କୁ କିଛି କର ନାହିଁ। ସମାନେେ ମାେ ଗୃହ ରେ ଅତୀଥି ଥିବାରୁ ମୁଁ ସମାନଙ୍କେୁ ସୁରକ୍ଷା ଦବେି।

ଆଦି ପୁସ୍ତକ 19:25
ସହେି ନଗରଗୁଡ଼ିକୁ, ସମୁଦାଯ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ବଂସ ହାଇଗେଲା।

ଆଦି ପୁସ୍ତକ 26:3
ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।

ଆଦି ପୁସ୍ତକ 26:4
ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧିକରି ସମାନଙ୍କେୁ ଏହିସବୁ ଦେଶ ଦବୋ ଓ ତୁମ୍ଭ ବଂଶଧର, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରପ୍ତ ହବେେ।

ଲେବୀୟ ପୁସ୍ତକ 18:27
କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣା ଯୋଗ୍ଯ କର୍ମକରି ଦେଶକୁ ଅଶୁଚି କରିଛନ୍ତି।

ଦିତୀୟ ବିବରଣ 4:42
ଯେପରି କହେି ଆପଣା ପ୍ରତିବେଶୀକକ୍ସ୍ଟ ପୂର୍ବେ ହିଂସା ନ କରି ଅଜ୍ଞାତ ସାର ରେ ହତ୍ଯା କଲେ, ସେ ତହିଁ ମଧ୍ଯରକ୍ସ୍ଟ କୌଣସି ଏକ ନଗରକକ୍ସ୍ଟ ପଳାଇ ବଞ୍ଚିପା ରେ।

ଦିତୀୟ ବିବରଣ 7:22
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ସମ୍ମିଖରକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢିବେ। ତୁମ୍ଭେ ସମାନଙ୍କେୁ ଏକା ବେଳେ ବିନାଶ କରିବ ନାହିଁ, କଲେ ବନ ପଶକ୍ସ୍ଟମାନେ ତକ୍ସ୍ଟମ୍ଭ ପ୍ରତିକୂଳ ରେ ବଢି ଉଠିବେ।

ଦିତୀୟ ବିବରଣ 19:11
ଏହା ଏପରି ହାଇପୋ ରେ ଯେ, କହେି ଜଣେ ଲକ୍ସ୍ଟଚି ରହିବ ଏବଂ ଫାନ୍ଦ ରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକକ୍ସ୍ଟ ସେ ଘୃଣା କରେ ତାକକ୍ସ୍ଟ ହତ୍ଯା କରିବାକୁ ଏବଂ ତାକକ୍ସ୍ଟ ହତ୍ଯା କରିବା ପରେ, ଧରାଯାଉ ସେ ସହେି ନଗରମାନଙ୍କରକ୍ସ୍ଟ ଏକ ନଗରକକ୍ସ୍ଟ ଦୌଡେ ଓ ଏକ ନାରାପଦ ନଗର ରେ ରହେ।

ପ୍ରଥମ ବଂଶାବଳୀ 20:8
ସହେି ପଲେଷ୍ଟୀୟ ଲୋକମାନେ ଗାଥ ସହରବାସୀ ଦୈତ୍ଯମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସହେି ଦୈନ୍ଯମାନଙ୍କୁ ବଧ କଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்